Categories
News OllyWood

ଅଭି(ନେତା): ନେତା କେତେ ?… ଅଭିନେତା କେତେ ?

ଅଭିନେତା ମାନେ ସବୁବେଳେ ହୋଇଥାନ୍ତି କ୍ରାଉଡ ପୁଲର୍ । ଖାସ୍ ସେଇଥି ପାଇଁ ରାଜନୈତିକ ପାର୍ଟିରେ ସେମାନଙ୍କର ଥାଏ ଖାସ୍ ଦବଦବା । ନିର୍ବାଚନ ବେଳେ ତ ଅଭିନେତାଙ୍କୁ ହାତେଇବାକୁ ନେତା କରିଥାନ୍ତି ଲବି । ରାଲି ହେଉ ବା ଦଳୀୟ ସଭା ସବୁଥିରେ ଖୋଜା ପଡନ୍ତି ଅଭିନେତା ଅଭିନେତ୍ରୀ । ସେମାନଙ୍କ ଭିତରୁ କିଏ…Continue readingଅଭି(ନେତା): ନେତା କେତେ ?… ଅଭିନେତା କେତେ ?

Categories
News OllyWood

AICTE ର ‘ଆଇଡ଼ିଆ ଲ୍ୟାବ୍ ସ୍କିମ୍’ରେ ‘ଗୀତା’ ଓଡିଶାର ଏକମାତ୍ର କଲେଜ୍ :-

ବୈଷୟିକ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପାଇଁ ପରୀକ୍ଷଣ ଓ ପରୀକ୍ଷାଗାର ସହ ଶ୍ରେଣୀଗୃହ ଶିକ୍ଷାର ସଫଳ ସମନ୍ୱୟ ଲାଗି AICTE ତରଫରୁ ନୂତନ ରୂପେ ଘୋଷିତ ‘ଆଇଡ଼ିଆ ଲ୍ୟାବ୍ ସ୍କିମ୍’ ର ଚୂଡାନ୍ତ ତାଲିକାରେ ‘ଗୀତା’ ରାଜ୍ୟର ଏକମାତ୍ର କଲେଜ୍ ରୂପେ ସ୍ଥାନ ପାଇଛି। AICTE ର ଚେୟାରମ୍ୟାନ ପ୍ରଫେସର ଶହସ୍ରବୁ6ଦ୍ଧ ଙ୍କ ଅଧକ୍ଷତାରେ ନୂଆଦିଲ୍ଲୀ…Continue readingAICTE ର ‘ଆଇଡ଼ିଆ ଲ୍ୟାବ୍ ସ୍କିମ୍’ରେ ‘ଗୀତା’ ଓଡିଶାର ଏକମାତ୍ର କଲେଜ୍ :-

Categories
News OllyWood

OTDC ଆରମ୍ଭ କଲା ପିଠା ଅନ୍ ହ୍ବିଲ୍

ଭୁବନେଶ୍ୱର : କୋଭିଡ-୧୯ ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନିଷ୍ପତ୍ତି ନେଇ ଆସନ୍ତାକାଲିଠୁ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ ସୁଲଭ ଦରରେ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦେବ ।…Continue readingOTDC ଆରମ୍ଭ କଲା ପିଠା ଅନ୍ ହ୍ବିଲ୍

Categories
News OllyWood

ହୋଟେଲ ଓ ରେଷ୍ଟୁରାଣ୍ଟ କର୍ମଚାରୀ ଙ୍କୁ ଟୀକା

ଭୂବନେଶ୍ବର ମୁନିସପାଲିଟି ତରଫରୁ ବିଭିନ୍ନ ବର୍ଗର ନାଗରିକମାନଙ୍କୁ ଟୀକା କରଣ ଅବସରରେ ହୋଟେଲ ଓ ରେଷ୍ଟୁରାଣ୍ଟ କର୍ମଚାରୀ ଙ୍କ ଟୀକାକରଣ ନୟାପଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଲକ୍ ଡାଉନ୍ ସମୟରେ ରେଷ୍ଟୁରାଣ୍ଟ ଗୁଡିକ ଖୋଲାଥିବା ବେଳେ ଅନଲାଇନ ମାଧ୍ୟମ ରେ ଖାଦ୍ୟ ପହଞ୍ଚାଯାଉଛି। ଏଥିପାଇଁ ରେଷ୍ଟୁରାଣ୍ଟ କର୍ମଚାରୀ ଙ୍କ ଟୀକାକରଣ ପାଇଁ ରେଷ୍ଟୁରାଣ୍ଟ ଆସୋସିଏସନ୍ ଫର୍…Continue readingହୋଟେଲ ଓ ରେଷ୍ଟୁରାଣ୍ଟ କର୍ମଚାରୀ ଙ୍କୁ ଟୀକା

Categories
News OllyWood

ପ୍ରେମାନନ୍ଦଙ୍କ ନୂଆ ଗୀତ “ପୁଣି କଲେଜଯିବା “

ବିଜୟୀ ହଵା ଆମେ ବିଜୟୀ ହଵା , ପୁଣି ହସରେ ଖେଳରେ ସାଙ୍ଗସାଥିଙ୍କ ମେଳରେ । ଜୀବନ ସଜେଇଦେବା ପୁଣି କଲେଜ ଯିବା। ଏମିତି କିଛି ଧାଡିକୁ ନେଇ ରେକଡିଂ ହୋଇଛି କଲେଜ ଯିବା ପାଠ ପଢିବାକୁ ନେଇ ପ୍ରେମାନନ୍ଦଙ୍କ ନୂଆ ପ୍ରୋତ୍ସାହନ ଗୀତ।ଏଇ କରୋନା ସମୟ ରେ ପିଲାଙ୍କ ପାଠ ପଢା ପୁରା ଠପ୍…Continue readingପ୍ରେମାନନ୍ଦଙ୍କ ନୂଆ ଗୀତ “ପୁଣି କଲେଜଯିବା “

Categories
News OllyWood

ଭୂମିକାଙ୍କ ଆଖିରୁ ଖୋଲିବ ପଟି, ରିଲିଜ ହେବ ‘ଚକ୍ଷୁବନ୍ଧନ’ର ଟ୍ରେଲର

ଭୂମିକା ଓ ରାଜେଶଙ୍କୁ ନେଇ ଅନୀଶ ଏଣ୍ଟରଟେନ୍‌ମେଣ୍ଟ ନିର୍ମାଣ କରିଛି ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ଷୁବନ୍ଧନ’ । ଆସନ୍ତାକାଲି ସଂଧ୍ୟା ୬ଟାରେ ରିଲିଜ୍ ‘ଚକ୍ଷୁବନ୍ଧନ’ର ଟ୍ରେଲର । ଏହାର ପ୍ରଯୋଜନା ଦାୟିତ୍ଵ ତୁଲାଇଛନ୍ତି ତପନ ଦାଶ । ମୁଖ୍ୟ ଭୂମିକାରେ ରାଜ ରାଜେଶ, ଋଷି, ଭୂମିକା ଦାଶ ଓ ବଙ୍ଗଳା ନାୟିକା ଇଶାନୀ ସେନଗୁପ୍ତା ଅଭିନୟ କରିଛନ୍ତି…Continue readingଭୂମିକାଙ୍କ ଆଖିରୁ ଖୋଲିବ ପଟି, ରିଲିଜ ହେବ ‘ଚକ୍ଷୁବନ୍ଧନ’ର ଟ୍ରେଲର

Categories
News OllyWood

ଆମ ଟିଭି ନିଉଜ୍ ପ୍ରଭାବ ସରକାର କିଣିବେ E C M O ଅକ୍ସିଜେନ ମେସିନ

ଗତକାଲି ଆମ ଟିଭିରେ E C M O ଅକ୍ସିଜେନ ମେସିନ କିଣା ରେ ସରକାରଙ୍କ ଉଦାସୀନତା ସମ୍ବାଦ ପ୍ରଚାର କରିଥିଲୁ ।ଏହା ର ଫଳ ସ୍ୱରୂପ ସରକାର E C M O ଅକ୍ସିଜେନ ମେସିନ କିଣିବାପାଇଁ ଟେଣ୍ଡର ମଧ୍ୟ ଡାକରା ଦେଇଦେଲେ। କଣ ପାଇଁ ସରକାର ଇ ସି ଏମ ଓ ଅକ୍ସିଜେନ…Continue readingଆମ ଟିଭି ନିଉଜ୍ ପ୍ରଭାବ ସରକାର କିଣିବେ E C M O ଅକ୍ସିଜେନ ମେସିନ

Categories
News OllyWood

ଇ ସି ଏମ ଓ (E C M O) ଅକ୍ସିଜେନ ମେସିନ ସରକାର ନ କିଣିବା ପଛରେ କି ରହସ୍ୟ ?

ଏଇ ଗତ କିଛି ଦିନ ହବ ଇ ସି ମ ଓ ( E C M O) ଅକ୍ସିଜେନ ମେସିନ ଆମ ରାଜ୍ୟ ରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି । କାହିଁକି ନା ଯେଉଁଠି ଅକ୍ସିଜେନ ଭେଣ୍ଟିଲେଟର କରୋନା ମହାମାରୀର କବଜା ରେ ଥିବା ଗୁରୁତ୍ୱର ରୋଗୀ କୁ ଅକ୍ସିଜେନ ପ୍ରବାହ…Continue readingଇ ସି ଏମ ଓ (E C M O) ଅକ୍ସିଜେନ ମେସିନ ସରକାର ନ କିଣିବା ପଛରେ କି ରହସ୍ୟ ?

Categories
News OllyWood

କରୋନାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ରଙ୍କ ସୂଚନା

– ବିଦେଶଯାତ୍ରା ପାଇଁ WHO ଅନୁମୋଦନ ଟିକା ନେବା ଆବଶ୍ୟକ – ଭାରତର କୋଭିସିଲ୍ଡ ଟିକା ଏହି ଅନୁମୋଦନ ପାଇଛି – କୋଭାକ୍ସିନ ଓ ସ୍ପୁଟନିକ ଭି ମଧ୍ୟ WHO ଅନୁମୋଦନ ପାଇନାହିଁ – ଏବେ ରାଜ୍ୟରେ ସଂକ୍ରମଣ 10ପ୍ରତିଶତକୁ କମିଛି – 5%ତଳକୁ କମିଲେ ଲକଡାଉନ କୋହଳ କରାଯାଇ ପାରିବ – ତୃତୀୟ ପର୍ଯ୍ୟାୟ…Continue readingକରୋନାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ରଙ୍କ ସୂଚନା

Categories
News OllyWood

+୨ ପରୀକ୍ଷା ବାତିଲ୍‌ କେଉଁ ଆଧାରରେ ମୂଲ୍ୟାଙ୍କନ ହେବ ?

ଯୁକ୍ତ ଦୁଇ ମୂଲ୍ୟାଙ୍କନ ଲାଗି ଗଠନ ହେବ ବିଶେଷଜ୍ଞ କମିଟି, ସରକାର ଙ୍କ ତରଫ ରୁ ଯୁକ୍ତ୨ ପରୀକ୍ଷା ବାତିଲ୍‌ ହୋଇଛି । ନିର୍ଦ୍ଧାରିତ ମାପଦଣ୍ଡ ଦ୍ୱାରା ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବାପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବେ ହରଡଘଣାରେ। କେଉଁ ଆଧାରରେ ପିଲାଙ୍କ ମୂଲ୍ୟାୟନ କରାଯିବ,…Continue reading+୨ ପରୀକ୍ଷା ବାତିଲ୍‌ କେଉଁ ଆଧାରରେ ମୂଲ୍ୟାଙ୍କନ ହେବ ?

Categories
News OllyWood

ଗୀତା ଇଞ୍ଜିନିୟରିଂ କଲେଜ ଏବେ ସ୍ବୟଂ ଶାସିତ

ଭାରତ ସରକାରଙ୍କ ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ୍ (UGC), ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବିପିୟୁଟି, ରାଉରକେଲା, ଗୀତା ଇଞ୍ଜିନିଅରିଂ କଲେଜ୍ କୁ ୨୦୨୦-୨୧ ଶିକ୍ଷାବର୍ଷରୁ ଆଗାମୀ ଦଶ ବର୍ଷ ପର୍ଯ୍ୟନ୍ତ ସ୍ବୟଂଶାସିତ ମାନ୍ୟତା ପ୍ରଦାନ କରିଛନ୍ତି । GIET ବିଶ୍ୱବିଦ୍ୟାଳୟ, ଗୁଣୁପୁର (ପୂର୍ବରୁ GIET,Gunupur ରୂପେ ଜଣାଶୁଣା) ର…Continue readingଗୀତା ଇଞ୍ଜିନିୟରିଂ କଲେଜ ଏବେ ସ୍ବୟଂ ଶାସିତ

Categories
News OllyWood

ଚଳିତ ବର୍ଷ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ୟୁଟୁବ କରିବ ରଥଯାତ୍ରା ର ସିଧା ପ୍ରସାରଣ

ମହାମାରୀ କରୋନା ସଙ୍କର୍ମଣ ର ଭୟାବହତା କୁ ଆଖି ଆଗରେ ରଖି ମହାପ୍ରଭୁ ଙ୍କ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା, ସୁନାବେଶ ସରକାର ଙ୍କ ଦ୍ଵାରା ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଘୋଷଣା କରାଯାଇଛି। ଏହା ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ସମସ୍ତ ଇଲେକ୍ଟ୍ରୋନିକସ ମିଡ଼ିଆ କୁ ଲାଇଭ୍‌ ଫିଡ ମିଳିପାରିବ ବୋଲି ଜଣାପଡିଛି।…Continue readingଚଳିତ ବର୍ଷ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ୟୁଟୁବ କରିବ ରଥଯାତ୍ରା ର ସିଧା ପ୍ରସାରଣ

Categories
News OllyWood

ଡ.ପ୍ରଭାସ ଆଚାର୍ଯ୍ୟ ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ

କଟକ:- ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଭାବେ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସେବକ ମଣ୍ଡଳର ସର୍ବଭାରତୀୟ ସଭାପତି ଶ୍ରୀ ରାଜକୁମାର ଏହି ନୂତନ ପଦରେ ଡ. ଆଚାର୍ଯ୍ୟଙ୍କୁ ଅବସ୍ଥାପିତ କରିଛନ୍ତି। ଏଥିସହିତ ମୁଖ୍ୟ ପରିଚାଳକଙ୍କ ସମସ୍ତ ଦାୟିତ୍ୱ ତାଙ୍କୁ ନ୍ୟସ୍ତ କରାଯାଇଛି। ପ୍ରକାଶ ଯେ, ଡ. ଆଚାର୍ଯ୍ୟ ମୟୂରଭଞ୍ଜ ଜିଲାର…Continue readingଡ.ପ୍ରଭାସ ଆଚାର୍ଯ୍ୟ ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ

Categories
News OllyWood

ୟୃଟୁବ୍ ରୁ ମାସକୁ ୧.୫ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଯାଜପୁର ର ମୋନାଲିସା

ଓଡ଼ିଶା ଯାଜପୁର ଜିଲ୍ଲାର ଜଣେ ସାଧାରଣ ଗୃହିଣୀ ନିଜ ଉଦ୍ୟମ ଏବଂ ଉତ୍ସାହ ବଳରେ ୟୁଟ୍ୟୁବ୍‌ ମାଧ୍ୟମରେ ଆଜି ସମଗ୍ର ବିଶ୍ବର ୭୬ କୋଟି ଦର୍ଶକଙ୍କ ପାଖରେ ପହଞ୍ଚିପାରିଛନ୍ତି। ଏହି ମହିଳା ଜଣକ ହେଉଛନ୍ତି ଯାଜପୁର ଜିଲ୍ଲାର ମୋନାଲିସା ଭଦ୍ରା। ସେ ଏବେ ୟୁଟ୍ୟୁବରେ ଭିଡିଓ ଅପଲୋଡ୍ କରି ୧.୫ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି।…Continue readingୟୃଟୁବ୍ ରୁ ମାସକୁ ୧.୫ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଯାଜପୁର ର ମୋନାଲିସା

Categories
News OllyWood

ଲକ୍ ଡାଉନ୍‌ ରେ ଜୀବନ ଆଗ ରେ ଜୀବିକା ପଡ଼ିଛି ବନ୍ଧା

ଲକ୍ ଡାଉନରେ ଜୀବନ ଜୀବିକା ନେଇ ଅନେକ ପ୍ରଶ୍ନବାଚୀ । ସମସ୍ତେ ଆତଙ୍କ ଭିତରେ ଗତି କରୁଥିବା ବେଳେ ସରକାରଙ୍କ ତୃତୀୟ ପାଳିର ସଟ୍ ଡାଉନ୍ ଓ ଲକ୍ ଡାଉନ ଗରୀବ ଓ ମଧ୍ୟବିତ୍ତ ଙ୍କୁ ଅନେକ ଆଶଙ୍କା ଭିତରକୁ ଟାଣି ଦେଇଛି । ଗୋଟିଏ ପଟେ ସରକାରଙ୍କ କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ସଟ୍…Continue readingଲକ୍ ଡାଉନ୍‌ ରେ ଜୀବନ ଆଗ ରେ ଜୀବିକା ପଡ଼ିଛି ବନ୍ଧା

Categories
News OllyWood

ମୟୂରଭଞ୍ଜ ବାଙ୍କୀଷୋଳ କୋଭିଡ ହସ୍ପିଟାଲ ଅବ୍ୟବସ୍ଥା ର ଅନ୍ୟନାମ

କରୋନା ସଙ୍କର୍ମଣ ର ପ୍ରଥମ ଦିନ ରୁ କୋଭିଡ ହସ୍ପିଟାଲ ସମ୍ପର୍କରେ ଅନେକ ଅଭିଯୋଗ ଆସୁଥିବା ବେଳେ  ମୟୂରଭଞ୍ଜ ଜିଲ୍ଲାର ବାଙ୍କୀଷୋଳ ଠାରେ ଥିବା କୋଭିଡ ହସ୍ପିଟାଲ ନାମରେ ଆସିଛି ସଂଗୀନ ଅ ଭିଯୋଗ ଯାହା ଦେଖିଲେ ଆପଣଙ୍କୁ ବିଚଳିତ କରିପାରେ।ତେବେ ଏହି ଭାଇରଲ ହେଉଥିବା ଭିଡିଓ ଯଦି ବାସ୍ତବିକ ବାଙ୍କୀଷୋଳ ଠାରେ ଥିବା କୋଭିଡ…Continue readingମୟୂରଭଞ୍ଜ ବାଙ୍କୀଷୋଳ କୋଭିଡ ହସ୍ପିଟାଲ ଅବ୍ୟବସ୍ଥା ର ଅନ୍ୟନାମ

Categories
News OllyWood

ମୁକ୍ତିଲାଭ ଅପେକ୍ଷାରେ ଓଡିଆ ଚଳଚ୍ଚିତ୍ର “ପ୍ରେମୀ ଆୱାରା”

କରୋନା ମହାମାରୀ ଝଡରେ ଆଉ ଶୁଭୁନି ନିର୍ଦ୍ଦେଶକଙ୍କ ଲାଇଟ୍‌, କ୍ୟାମେରା ଓ ଆକ୍ସନ୍ ଡାକରା । ହେଲେ କିଛିଦିନର ନୀରବତାକୁ ଭାଙ୍ଗି ଅନନ୍ୟା ଏଣ୍ଟରଟେନମେଣ୍ଟ ନେଇ ଆସୁଛି ନୂଆ ଓଡିଆ ଚଳଚ୍ଚିତ୍ର “ପ୍ରେମୀ ଆୱାରା” । ସରିଛି ପୋଷ୍ଟ ପ୍ରଡକ୍ସନ୍ କାମ, କେବଳ ରିଲିଜ୍‌କୁ ଅପେକ୍ଷା । ଖାସ ଏଥିପାଇଁ ଏଲ୍‌ଟି ପ୍ରଡକ୍ସନ୍ ସହଯୋଗରେ ପ୍ରସ୍ତୁତ…Continue readingମୁକ୍ତିଲାଭ ଅପେକ୍ଷାରେ ଓଡିଆ ଚଳଚ୍ଚିତ୍ର “ପ୍ରେମୀ ଆୱାରା”

Categories
News OllyWood

ଗଣମାଧ୍ୟମ ଗଣଙ୍କ ମାଧ୍ୟମ ହେଉ

ଭୁବନେଶ୍ୱର: ମହାମାରୀ ସମୟରେ ଅନେକ ଥର ନଜିର ରହିଛି ଗୋଟିଏ ଛୋଟ କଥାକୁ ଗଣମାଧ୍ୟମ ଅତିରଂଜିତ କରି ଖବର ପ୍ରସାରଣ କରିଥାନ୍ତି । ଏହାଦ୍ୱାରା ଅଯଥାରେ ଲୋକଙ୍କ ମନରେ ଶଙ୍କା ସୃଷ୍ଟି ହେବା ସହ କିଛି କ୍ଷେତ୍ରରେ ଲୋକେ ଆତଙ୍କିତ ମଧ୍ୟ ହୋଇଥାନ୍ତି । ତେବେ ବିକା ଖବର ବଦଳରେ ଗଣମାଧ୍ୟମ ସଚେତନତା, ସୂଚନା କିମ୍ବା…Continue readingଗଣମାଧ୍ୟମ ଗଣଙ୍କ ମାଧ୍ୟମ ହେଉ

Categories
News OllyWood

ରାଜ୍ୟ ରେ ଲକଡାଉନ୍ ଅବଧି ବଢିଲା

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ୍ ଅବଧିକୁ ଆଉ ୧୬ ଦିନ ବଢ଼ାଇ ଦିଆଯାଇଛି । ଆସନ୍ତା ଜୁନ୍ ୧୭ ସକାଳ ୫ଟା ଯାଏଁ ଲକଡାଉନ୍ କଟକଣା ଜାରି ରହିବ । ପୂର୍ବଭଳି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ କଟକଣା ରହିବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସଂଧ୍ୟାରେ ଏହି ସୂଚନା…Continue readingରାଜ୍ୟ ରେ ଲକଡାଉନ୍ ଅବଧି ବଢିଲା

Categories
News OllyWood

ପରିବେଶ ଓ ବାତାବରଣ ଉପରେ ଆଧାରିତ ନୂଆ ମ୍ୟୁଜିକ ଭିଡ଼ିଓ “ପୃଥିବୀ ମନ୍ଥନ”

କଣ୍ଠ ଶିଳ୍ପୀ ସୁସ୍ମିତା ଦାସ ଏବଂ ଅରମୀର ଏଣ୍ଟେର୍ଟିଂମେନେଟ ଆଗିରି ନନ୍ଦିନୀ ର ଅପାର ସଫଳତା ପରେ ପୁଣି ଏକ ନୂଆ ମ୍ୟୁଜିକ ଭିଡ଼ିଓ ଦର୍ଶକ ମାନଂକୁ ଭେଟିଦେଇଛନ୍ତି. ଏହି ଗୀତ ର ଶୀର୍ଷକ ହେଉଛି ” ପୃଥିବୀ ମନ୍ଥନ”। ଗୀତ ଟି ଶିବ ତାଣ୍ଡବ ଏବଂ ସାଗର ମନ୍ଥନ ଉପରେ ଆଧାରିତ । ପୂର୍ବତନ…Continue readingପରିବେଶ ଓ ବାତାବରଣ ଉପରେ ଆଧାରିତ ନୂଆ ମ୍ୟୁଜିକ ଭିଡ଼ିଓ “ପୃଥିବୀ ମନ୍ଥନ”

Categories
News OllyWood

ଶିକ୍ଷାବିତ୍ ଡଃ ବିଜୟ ସାହୁ ଙ୍କ‌ ପରଲୋକ

ଭୁବନେଶ୍ୱର: ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ବିଜୟ ସାହୁଙ୍କର ଆଜି ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଆଜି ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । Ama…Continue readingଶିକ୍ଷାବିତ୍ ଡଃ ବିଜୟ ସାହୁ ଙ୍କ‌ ପରଲୋକ

Categories
News OllyWood

ଖୁବ୍ ଶୀଘ୍ର ଦେଶକୁ ଆସିବ ନୂଆ ସ୍ଵଦେଶୀ କରୋନା ଟିକା

କରୋନାର ଦ୍ୱିତୀୟ ଲହରର ଭୟଙ୍କର ଖବର ଭିତରେ ବି ଆସିଛି ଏକ ଭଲ ଖବର । ଯାହା ସାରା ଦେଶବାସୀଙ୍କୁ ଆଶ୍ୱସ୍ତ କଲା ପରି ରହିଛି । ଖୁବଶୀଘ୍ର ଦେଶକୁ ଆସୁଛି ଆଉ ଏକ ସ୍ୱଦେଶୀ କରୋନା ଟିକା । ଏହି କରୋନା ଟିକାକୁ ଭାରତୀୟ କମ୍ପାନୀ ବାୟୋଲଜିକାଲ ଇ ଲିମିଟେଡ୍ ଆଣିବାକୁ ଯାଉଛି ।…Continue readingଖୁବ୍ ଶୀଘ୍ର ଦେଶକୁ ଆସିବ ନୂଆ ସ୍ଵଦେଶୀ କରୋନା ଟିକା

Categories
News OllyWood

ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କୁ ସୁପ୍ରିମକୋର୍ଟ ରୁ ଆଶ୍ବସ୍ତି

ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କୁ ବଡ଼ ଆଶ୍ୱସ୍ତି । ତାଙ୍କ ବିରୋଧରେ ହିମାଚଳ ପ୍ରଦେଶରେ ହୋଇଥିବା ରାଜଦ୍ରୋହ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ୟୁ. ୟୁ. ଲଳିତ ଓ ଜଷ୍ଟିସ ବିନୀତ ଶରଣଙ୍କ ଖଣ୍ଡପୀଠ ମାମଲା ର ଶୁଣାଣି କରିଥିଲେ । ବିନୋଦ ଦୁଆଙ୍କ ବିରୋଧରେ ରାଜଦ୍ରୋହ (ଆଇପିସିର ଧାରା-୧୨୪A) ସମେତ ଅନ୍ୟାନ୍ୟ…Continue readingବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କୁ ସୁପ୍ରିମକୋର୍ଟ ରୁ ଆଶ୍ବସ୍ତି

Categories
News OllyWood

“ରଜ କୁଇନ ” ରୁ “ଏଥର ଭାଉଜ ଖେଳିବେ ରଜ”

ପ୍ରଥମେ ରଜ କୁଇନ୍ ୨୦୧୬ ଆଉ ଏଥର ଟିକେ ନିଆରା ” ଆସ ଭାଉଜ ଖେଳିବା ରଜ “। ଫ୍ୟାସନ ଓ ଅଭିନୟ ରେ ନିଶା ଥିବା ଜ୍ୟାକଲିନ ଇଣ୍ଡଷ୍ଟ୍ରି ରେ ପଦା ର୍ପଣ କରିବା ପୂର୍ବରୁ ପ୍ରଥମେ ଜ଼ୀ ସାର୍ଥକର ରିଆଲଟି ସୋ “ରଜ କୁଇନ”ରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ. ଖାଲି ପରୀକ୍ଷା…Continue reading“ରଜ କୁଇନ ” ରୁ “ଏଥର ଭାଉଜ ଖେଳିବେ ରଜ”

Categories
News OllyWood

ଏବେ ନିଶି ଙ୍କ ପାଇଁ ଶ୍ରଦ୍ଧା ‌ଜରୁରୀ

ଆଉ ଜଣେ ନୂଆ ନାୟକ ନିଶି ବିଗ୍ ବଜେଟ୍ ର ମ୍ୟୁଜିକ ଆଲବମ୍ କରି ଚର୍ଚ୍ଚାରେ, ଶ୍ରଦ୍ଧା ଙ୍କ ସହ ,”ତୁ ମୋର ଜରୁରୀ”, ତରଙ୍ଗ ମ୍ୟୁଜିକ ର “କାଉ ଧାନ ଖାଇଲା ବୋଲି”, ସିଦ୍ଧାର୍ଥ ଟିଭି ର” ସୋନି ଲୋ ହ୍ବାଟସପ୍‌ ତୋର”, “ପରୀ ରାଇଜର ରାଜ କୁମାରୀ” ଆହୁରି ଅନେକ କିଛି ମ୍ୟୁଜିକ…Continue readingଏବେ ନିଶି ଙ୍କ ପାଇଁ ଶ୍ରଦ୍ଧା ‌ଜରୁରୀ

Categories
News OllyWood

ସଙ୍ଗୀତକୁ ଅନାଥ କରି ଚାଲିଗଲେ ଶାନ୍ତିରାଜ ଖୋସଲା

ପରଲୋକରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା । ସେ ଥିଲେ ଭିନ୍ନ ଏକ କୋରାପୁଟିଆ ମଣିଷ । ସଙ୍ଗୀତ ଜରିଆରେ ନିଜ ମାଟି ପାଇଁ ଆଣିଦେଇଥିଲେ ଗର୍ବ ଓ ଗୌରବ । ଏହି ବ୍ୟକ୍ତିତ୍ୱଙ୍କ ନିଧନରେ ଓଡିଆ ସଙ୍ଗୀତ ଦୁନିଆରେ ଏକ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି । କରୋନା ମହାମାରୀରେ ସେ ବି…Continue readingସଙ୍ଗୀତକୁ ଅନାଥ କରି ଚାଲିଗଲେ ଶାନ୍ତିରାଜ ଖୋସଲା

Categories
News OllyWood

ଓଡିଆ ଚଳଚ୍ଚିତ୍ର ଜଗତର ଗତି କୁଆଡେ ? ଭାଗ: ୨

[#item_full_content] ଭୁବନେଶ୍ୱର: ସ୍ୱଜାତି ପରମ ହିଂସକ । ଆମ କଳାକାର ହିଁ କଳାକାରଙ୍କ ଶତ୍ରୁ । ଓଡିଶାର ଅନେକ କଳାକାର ରାଜନୀତିରେ ସକ୍ରିୟ । କେବଳ ସକ୍ରିୟ ନୁହଁନ୍ତି ବରଂ ଆଗଧାଡିର ନେତା ଭାବେ ମଧ୍ୟ ପ୍ରତିଷ୍ଠିତ । ହେଲେ ନେତା ସାଜିବା ପରେ ଚଳଚ୍ଚିତ୍ର ଜଗତ କିମ୍ବା କଳାକାରଙ୍କ ଉନ୍ନତି ପାଇଁ ସେମାନଙ୍କ ଆନ୍ତରିକତା…Continue readingଓଡିଆ ଚଳଚ୍ଚିତ୍ର ଜଗତର ଗତି କୁଆଡେ ? ଭାଗ: ୨

Categories
News OllyWood

ପ୍ରସ୍ତୁତି ପଥେ ମୁନ୍ ଟିଭି ର ଦୁଇଟି ଓଡ଼ିଆ ଚଳଚ୍ଚିତ୍ର

[#item_full_content] ଭୁବନେଶ୍ୱର: ଲକଡାଉନରେ ମୁନ୍ ଟିଭି ଦୁଇଦୁଇଟି ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ପ୍ରସ୍ତୁତ ହେଉଛି । କିଛିଦିନର ବ୍ୟବଧାନ ପରେ ଫେରିଛି ଜଣାଶୁଣା ପ୍ରଯୋଜନା ସଂସ୍ଥା ମୁନ୍ ଟିଭି । ନୂଆ କାହାଣୀ ଓ ନୂଆ ଟିମକୁ ନେଇ ଆରମ୍ଭ କରିଛି ନୂଆ ଇନିଂସ୍ । ପ୍ରଥମ ଫିଲ୍ମର ଟାଇଟଲ ରହିଛି “ତୁ ଚଗଲା…Continue readingପ୍ରସ୍ତୁତି ପଥେ ମୁନ୍ ଟିଭି ର ଦୁଇଟି ଓଡ଼ିଆ ଚଳଚ୍ଚିତ୍ର

Categories
News OllyWood

ଲକଡାଉନ୍ ସମୟରେ ଚଳଚଂଚଳ ସଙ୍ଗୀତକାର ଅଭିଜିତ୍ ମଜୁମ୍‌ଦାର

[#item_full_content] ବିଗତ ବର୍ଷେ ହେଲା ଓଲିଉଡ ଜଗତ ଅତି ସଙ୍ଗୀତ ପରିସ୍ଥିତି ଦେଇ ଗତି କରୁଛି । ତଥାପି ସଙ୍ଗୀତର ସାଥ୍ ଛାଡିିନାହାଁନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର । ସେ ଛୋଟ ହେଉ କି ବଡ ବଜେଟ୍ ଫିଲ୍ମ । ଅଭିଜିତଙ୍କ ପାଖରେ ଫିଲ୍ମର ସଂଖ୍ୟା ସବୁଠୁ ଅଧିକ । ଲକି ର ଲକଡାଉନ୍ ଲଭଷ୍ଟୋରୀ,…Continue readingଲକଡାଉନ୍ ସମୟରେ ଚଳଚଂଚଳ ସଙ୍ଗୀତକାର ଅଭିଜିତ୍ ମଜୁମ୍‌ଦାର

Categories
News OllyWood

ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ର MISSION OXYGEN

[#item_full_content] ଉତ୍କଳ ସିନେ ଚାମ୍ବର ଅଫ କମର୍ସ ତରଫରୁ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହିତ ସଂଶ୍ଳିଷ୍ଟ ସମସ୍ତ ପ୍ରଯୋଜକ, ବିତରକ, ପ୍ରେକ୍ଷାଳୟ , ନିର୍ଦ୍ଦେଶକ, କଳାକାର, ତଥା ତତ୍ସଙ୍ଗଲଗ୍ନ ସବୁ ବର୍ଗର କୁଶଳୀ ଓ ଅଣକୁଶଳୀ କର୍ମଚାରୀ, କର୍ମି, ବିଭିନ୍ନ ସଂଘ ର ସଭ୍ୟ ସଭ୍ୟା ମାନଙ୍କ ଗୋଚରାର୍ଥେ ଜଣାଇ ଦିଆଯାଉଛି କି ବର୍ତ୍ତମାନ ପରିପ୍ରେକ୍ଷୀରେ…Continue readingଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ ର MISSION OXYGEN

Categories
News OllyWood

ଏଥର ଆସ ଭାଉଜ ଖେଳିବା ରଜ

[#item_full_content] ଆମ ଟିଭି ପ୍ରସ୍ତୁତ ରଜର ରାଜକୁମାରୀ ସିଜିନ୍‌-୩ର ଅପୂର୍ବ ସଫଳତା ପରେ ଏଥର ଆମ ଟିଭି ଟିକେ ନିଆରା ଢଙ୍ଗରେ ରଜ ପାଳିବ । ଗତଥର କରୋନା ମହାମାରୀ ସମୟରେ ପ୍ରତିଯୋଗୀଙ୍କ ଅଡିସନ୍ ଡିଜିଟାଲ୍ ପ୍ଲାଟଫର୍ମରେ ନିଆଯାଇଥିଲା । ପରେ ନିର୍ବାଚିତ ପ୍ରତିଯୋଗୀଙ୍କ ଭିଡିଓକୁ ଜଜ୍‌ମାନଙ୍କ ଦ୍ୱାରା ଭର୍ଚୁଆଲ୍ ସୋ’ରେ ପୁରସ୍କୃତ କରାଯାଇଥିଲା ।…Continue readingଏଥର ଆସ ଭାଉଜ ଖେଳିବା ରଜ