Categories
News

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ପୁରା ଦିନଟି ରହିବ ଶୁଭମୟ

କନ୍ୟା: –ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଆସିବ । ସୁଖ ଏବଂ ଶାନ୍ତି ରହିବ । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ । କର୍କଟ :- ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ…Continue readingମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ପୁରା ଦିନଟି ରହିବ ଶୁଭମୟ

Categories
News

ଏହି ରାଶିର ବ୍ୟକ୍ତିମାନେ ମଙ୍ଗଳବାରରେ ସୃଜନଶୀଳ କାର୍ଯ୍ୟରେ ହେବେ ସଫଳ

ବିଛା: – ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ଦେବ । ଟଙ୍କା ମିଳିବା ସହଜ ହେବ। ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ । ମେଷ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେ କୌଣସି ଉତ୍ସବରେ…Continue readingଏହି ରାଶିର ବ୍ୟକ୍ତିମାନେ ମଙ୍ଗଳବାରରେ ସୃଜନଶୀଳ କାର୍ଯ୍ୟରେ ହେବେ ସଫଳ

Categories
News

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତି ପାଇବେ ଭଲ ଖବର

ତୂଳା: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ମୂଲ୍ୟ ବୃଦ୍ଧି ହେବ । ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ଚିନ୍ତା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ । ମିଥୁନ: –  ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ…Continue readingମଙ୍ଗଳବାରରେ ଏହି ରାଶିର ବ୍ୟକ୍ତି ପାଇବେ ଭଲ ଖବର

Categories
News

ଏହି ରାଶିର ବ୍ୟକ୍ତିଙ୍କର ମଙ୍ଗଳବାରରେ ଯାନବାହନ ପ୍ରତି ସତର୍କ ରୁହନ୍ତୁ

ଧନୁ: –ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅ । ଅଧସ୍ତନମାନଙ୍କ ସହଯୋଗ ମିଳିବ । ଲାଭ ସୁଯୋଗ ଆସିବ । ଅଜ୍ଞାତ ଭୟ ରହିବ । ପାରିବାରିକ ସହଯୋଗରେ ଖୁସି ହେବେ । ତତ୍ପରତା ନାହିଁ । କୁମ୍ଭ: – ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା…Continue readingଏହି ରାଶିର ବ୍ୟକ୍ତିଙ୍କର ମଙ୍ଗଳବାରରେ ଯାନବାହନ ପ୍ରତି ସତର୍କ ରୁହନ୍ତୁ

Categories
News

ମଙ୍ଗଳବାରରେ ଏହି ରାଶି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଦୁର୍ବଳ ରହିବ

ମୀନ: – କାର୍ଯ୍ୟରେ ମନ ରହିବ ନାହିଁ । ବ୍ୟବସାୟ ଲାଭଦାୟକ ହେବ । ଆୟରେ ନିଶ୍ଚିତତା ରହିବ । ପରିବାରରେ ଶାନ୍ତି ରହିବ। ଇଚ୍ଛାଶକ୍ତି ବୃଦ୍ଧି ପାଇବ। ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ମକର : – ନୂତନ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା…Continue readingମଙ୍ଗଳବାରରେ ଏହି ରାଶି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଦୁର୍ବଳ ରହିବ

Categories
News

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ କଠିନ ପରିଶ୍ରମ କଲେ ପାଇବେ ଫଳ

ବୃଷ: – ଟଙ୍କା ଅଭାବରୁ ନିରାଶ ହେବେ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ। ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ବସଙ୍କ ସମର୍ଥିତ ହେବେ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟ ଲାଭଦାୟକ ହେବ । ଖରାପ ଖବର ଗ୍ରହଣ କରାଯାଇପାରେ । ସିଂହ: – ଯୋଜନା ଫଳପ୍ରଦ ହେବ ।…Continue readingମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ କଠିନ ପରିଶ୍ରମ କଲେ ପାଇବେ ଫଳ

Categories
News

କେନ୍ଦ୍ର ସରକାର କହିଲେ ବର୍ତ୍ତମାନ ରାଜ୍ୟଗୁଡିକୁ ଦିଆଯାଇଛି ୨୯.୩୫ କୋଟି ଡୋଜରୁ ଅଧିକ ଟିକା

ନୂଆଦିଲ୍ଲୀ, ଦେଶବ୍ୟାପୀ ଟିକାକରଣ ଅଭିଯାନର ଏକ ଅଂଶସ୍ୱରୂପ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସହାୟତା ରୂପେ ମାଗଣାରେ କୋଭିଡ ଟିକା ଯୋଗାଇ ଦେଉଛନ୍ତି । ଏଥିସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଯେପରି ସିଧାସଳଖ ଟିକା କ୍ରୟ କରିପାରିବେ ସେନେଇ ମଧ୍ୟ ଭାରତ ସରକାର ସୁବିଧା କରାଇଛନ୍ତି । ଟିକାକରଣ, ପରୀକ୍ଷଣ, ଚିହ୍ନଟ,…Continue readingକେନ୍ଦ୍ର ସରକାର କହିଲେ ବର୍ତ୍ତମାନ ରାଜ୍ୟଗୁଡିକୁ ଦିଆଯାଇଛି ୨୯.୩୫ କୋଟି ଡୋଜରୁ ଅଧିକ ଟିକା

Categories
News

ଟାଙ୍ଗୀ: ଖେଳୁଥିବା ବେଳେ କୂଅରେ ବୁଡି ୬ ବର୍ଷର ଶିଶୁ କନ୍ୟା ମୃତ

ସୀତାରାମ ଅଗ୍ରୱାଲ ଟାଙ୍ଗୀ: କୂଅରେ ବୁଡି ଜଣେ ୬ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳାଯୋଡିର କାରଟିଆ ସାହିର ଶିଶୁ କନ୍ୟାଟି କୂଅରେ ବୁଡି ମୃତ୍ୟୁବରଣ କରିଛି। ମା’ ରୋଷେଇ କରୁଥିବା ବେଳେ ଶିଶୁ କନ୍ୟା…Continue readingଟାଙ୍ଗୀ: ଖେଳୁଥିବା ବେଳେ କୂଅରେ ବୁଡି ୬ ବର୍ଷର ଶିଶୁ କନ୍ୟା ମୃତ

Categories
News

ଅପହରଣ ଘଟଣାରେ ଜଙ୍କିଆ ପୋଲିସର ଚଢାଉ: ଉଦ୍ଧାର ହେଲା ନାବାଳିକା, ଅଭିଯୁକ୍ତ ଥାନାରେ ଅଟକ

ଖୋର୍ଦ୍ଧା: ନାବାଳିକା ଅପହରଣ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି। ଏହାସହ ସମ୍ପୃକ୍ତ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ମଳିପଡା ଗ୍ରାମର ଜଣେ ୧୬ବର୍ଷିୟା ନାବାଳିକା ଏପ୍ରିଲ ୮ ତାରିଖରେ ନିଖୋଜ ହୋଇଥିଲେ। ଝିଅ ନିଖୋଜ ସଂପର୍କେ ମା ନିରୁପମା ବାରିକ ଥାନାରେ ଅଭିଯୋଗ କରିଥିଲେ।…Continue readingଅପହରଣ ଘଟଣାରେ ଜଙ୍କିଆ ପୋଲିସର ଚଢାଉ: ଉଦ୍ଧାର ହେଲା ନାବାଳିକା, ଅଭିଯୁକ୍ତ ଥାନାରେ ଅଟକ

Categories
News

ଧାବିକା ଦୂତୀ ଚାନ୍ଦଙ୍କ ନୂଆ ଜାତୀୟ ରେକର୍ଡ: ମାତ୍ର ୦.୦୨ ସେକେଣ୍ଡ ପାଇଁ ଅଲମ୍ପିକ୍ସ ଯୋଗ୍ୟତାରୁ ହେଲେ ବଞ୍ଚିତ

ଭୁବନେଶ୍ବର: ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ଦୌଡରେ ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଦୂତୀ ୧୦୦ ମିଟର ଦୌଡକୁ ମାତ୍ର ୧୧.୧୭ ସେକେଣ୍ଡରେ ଅତିକ୍ରମ କରିଛନ୍ତି। ପଟିଆଲାରେ ଇଣ୍ଡିଆନ ଗ୍ରା ପ୍ରିରେ ନିଜ ରେକର୍ଡକୁ ଦୂତୀ ଚାନ୍ଦ ଭାଙ୍ଗିଛନ୍ତି। ପୂର୍ବରୁ ଦୂତୀ ୧୦୦ ମିଟର ଦୌଡକୁ ୧୧.୨୨ ସେକେଣ୍ଡରେ ଅତିକ୍ରମ କରିଥିଲେ। କିନ୍ତୁ…Continue readingଧାବିକା ଦୂତୀ ଚାନ୍ଦଙ୍କ ନୂଆ ଜାତୀୟ ରେକର୍ଡ: ମାତ୍ର ୦.୦୨ ସେକେଣ୍ଡ ପାଇଁ ଅଲମ୍ପିକ୍ସ ଯୋଗ୍ୟତାରୁ ହେଲେ ବଞ୍ଚିତ

Categories
News

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୪୬: ସୁସ୍ଥ ହେଲେ ୫୫୧ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୧୧ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହଜାର ୯୩୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ…Continue readingଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୪୬: ସୁସ୍ଥ ହେଲେ ୫୫୧ କରୋନା ଆକ୍ରାନ୍ତ

Categories
News

ବାଇକ ଡ଼ିକିରୁ ଦୁଇ ଲକ୍ଷ ଲୁଟ ଘଟଣାର ପର୍ଦ୍ଦାଫାଶ କଲା ବାଣପୁର ପୋଲିସ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ ବାଣପୁର: ଗତ ଫେବୃଆରୀ ମାସରେ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସାମ୍ନାରୁ ଏକ ବାଇକ ଡ଼ିକିରୁ ୨ ଲକ୍ଷ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଉକ୍ତ ମାମଲାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା…Continue readingବାଇକ ଡ଼ିକିରୁ ଦୁଇ ଲକ୍ଷ ଲୁଟ ଘଟଣାର ପର୍ଦ୍ଦାଫାଶ କଲା ବାଣପୁର ପୋଲିସ, ଜଣେ ଗିରଫ

Categories
News

ଶେଷ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ, ଏହି ମାସରେ ହେବ ନୂଆ ମନ୍ତ୍ରୀମଣ୍ଡଳର ଶପଥ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଏକାଥରେ ପାଞ୍ଚୋଟି ବୈଠକ କରିସାରିଲେ। ପ୍ରାୟ ସବୁ ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ଅମିତ ଶାହା ରହିଛନ୍ତି। ଅନ୍ୟାନ୍ୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରହିଛନ୍ତି। ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ଏ…Continue readingଶେଷ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ, ଏହି ମାସରେ ହେବ ନୂଆ ମନ୍ତ୍ରୀମଣ୍ଡଳର ଶପଥ

Categories
News

ସୋଆରେ ପାଳିତ ହେଲା ସପ୍ତମ ବିଶ୍ୱ ଯୋଗ ଦିବସ

ଭୂବନେଶ୍ଵର: ସୋଆ ଏନଏସଏସ, ୱେଲନେସ ସେଣ୍ଟର ତଥା ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଏକ ୱେବିନାର ଆୟୋଜିତ ହୋଇଯାଇଛି। ଗତ ଜୁନ ୭ ତାରିଖରୁ ପନ୍ଦର ଦିନ ଧରି ପ୍ରତ୍ୟହ ସକାଳ ସାତରୁ ଆଠଟା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ଚାଲିଥିବା ଅନଲାଇନ ପାକ୍ଷିକ ଯୋଗ ଶିବିରର ଉଦ୍ ଯାପନୀ ଉତ୍ସବ ମଧ୍ୟ…Continue readingସୋଆରେ ପାଳିତ ହେଲା ସପ୍ତମ ବିଶ୍ୱ ଯୋଗ ଦିବସ

Categories
News

ଆସନ୍ତାକାଲି ଚିଲିକାରେ ଦିଆଯିବ ପାଖାପାଖି ୨ ହଜାର ଟୀକା: ଜାଣନ୍ତୁ କେଉଁ କେନ୍ଦ୍ରରେ ମିଳିବ କେତେ ଡୋଜ୍

ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ୧୮ରୁ ୪୪ ବର୍ଷ ବର୍ଗର ନାଗରିକମାନଙ୍କୁ ପ୍ରଥମ ଡୋଜ ଟୀକା କେନ୍ଦ୍ର ଗୁଡିକର ସ୍ଥାନ ପରିବର୍ତ୍ତନ ହେବା ସହ ନୂତନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏ ନେଇ ଉଭୟ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଜାଣନ୍ତୁ କାଲିର ଟୀକାକରଣ ବ୍ୟବସ୍ଥା…Continue readingଆସନ୍ତାକାଲି ଚିଲିକାରେ ଦିଆଯିବ ପାଖାପାଖି ୨ ହଜାର ଟୀକା: ଜାଣନ୍ତୁ କେଉଁ କେନ୍ଦ୍ରରେ ମିଳିବ କେତେ ଡୋଜ୍

Categories
News

ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ୍ ର ମୁଖ୍ୟମନ୍ତ୍ରୀ ଚେହେରା ଶିଖ୍ ହିଁ ହେବ : ଅରବିନ୍ଦ କେଜରିୱାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରସ୍ତୁତି ଆରମ୍ଭ କରିଛି। ଆପ୍ ସୁପ୍ରିମୋ ଆଜି ପଞ୍ଜାବ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ଘୋଷଣା କରିଛନ୍ତି ଯେ ପଞ୍ଜାବରେ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଶିଖ ସମ୍ପ୍ରଦାୟର ହିଁ ହେବେ। ଅମୃତସରରେ ଏକ…Continue readingପଞ୍ଜାବ ବିଧାନସଭା ନିର୍ବାଚନରେ ଆପ୍ ର ମୁଖ୍ୟମନ୍ତ୍ରୀ ଚେହେରା ଶିଖ୍ ହିଁ ହେବ : ଅରବିନ୍ଦ କେଜରିୱାଲ

Categories
News

ବାତ୍ୟା ସମୀକ୍ଷା ବୈଠକ ବୟକଟକୁ ନେଇ ରାଜ୍ୟପାଳ ଧନକଡଙ୍କ ବଡ ଖୁଲାସା – “ମମତା ମୋତେ ରାତି ୧୧.୧୬ ରେ ମେସେଜ୍ କରି କହିଲେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବି ନାହିଁ”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବେଙ୍ଗଲ ରାଜ୍ୟପାଳ ଜଗଦୀପ ଧନକଡ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ଲଗାତାର ବିବାଦ ଦେଖିବାକୁ ମିଳୁଛି । ନିକଟରେ ୟାସ ବାତ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୟକଟ କରିଥିଲେ। ଆଉ ତାକୁ ନେଇ କେନ୍ଦ୍ର ଏବଂ ବେଙ୍ଗଲ ସରକାର ମୁହାଁମୁହିଁ ହୋଇଥିଲେ। ତେବେ…Continue readingବାତ୍ୟା ସମୀକ୍ଷା ବୈଠକ ବୟକଟକୁ ନେଇ ରାଜ୍ୟପାଳ ଧନକଡଙ୍କ ବଡ ଖୁଲାସା – “ମମତା ମୋତେ ରାତି ୧୧.୧୬ ରେ ମେସେଜ୍ କରି କହିଲେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବି ନାହିଁ”

Categories
News

ଏଯାଏଁ ୧ କୋଟିରୁ ଉର୍ଦ୍ଧ୍ଵ ଲୋକ ନେଲେଣି ଟୀକା: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: ସାରା ରାଜ୍ୟରେ ଟୀକାକରଣ ପ୍ରକ୍ରିୟାକୁ ଆଜିଠାରୁ ଜୋର ଦିଆଯାଇଛି। ଏଥର ପ୍ରତ୍ୟେକ ଦିନ ୩ ଲକ୍ଷ ଟୀକା ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। କ୍ୟାମ୍ପେନ ମୋଡରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ତେବେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧ କୋଟିରୁ ଉର୍ଦ୍ଧ୍ଵ ବ୍ୟକ୍ତି ଟୀକା ନେଇଥିବା ସୂଚନା ମିଳିଛି। ରାଜ୍ୟ…Continue readingଏଯାଏଁ ୧ କୋଟିରୁ ଉର୍ଦ୍ଧ୍ଵ ଲୋକ ନେଲେଣି ଟୀକା: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

Categories
News

ଟିକାକରଣରେ ରେକର୍ଡ

ଆଜି ସମଗ୍ର ଦେଶରେ ରେକର୍ଡ ପରିମାଣର ଟିକାକରଣ ହୋଇଛି । ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ସମଗ୍ର ଦେଶରେ 69 ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି । 18 ବର୍ଷରୁ ଅଧିକ ବୟସର ସବୁ ଲୋକଙ୍କୁ ମାଗଣାରେ ଟିକା ଦେବା ପାଇଁ ଆଜି ଠାରୁ ଅଭିଯାନ ଆମ୍ଭ ହୋଇଛି । ଫଳରେ…Continue readingଟିକାକରଣରେ ରେକର୍ଡ

Categories
News

ଆଜି ଦେଶରେ ଦିଆଗଲା ସର୍ବାଧିକ ସଂଖ୍ୟକ ଟୀକା: ଗୋଟିଏ ଦିନରେ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟୀକା ଦେଇ ଆନ୍ଧ୍ରପ୍ରଦେଶ କଲା ରେକର୍ଡ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠାରୁ ସାରା ଦେଶରେ ଟୀକାକରଣ ପ୍ରକ୍ରିୟାର ଗତିକୁ ଦ୍ରୁତ କରାଯାଇଛି। ଆଜିଠାରୁ ଦେଶର ସମସ୍ତ ନାଗରିକଙ୍କ ପାଇଁ ମୁକ୍ତରେ ଟୀକା ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛି। ଟୀକା ପ୍ରସ୍ତୁତ କମ୍ପାନୀ ଠାରୁ କେନ୍ଦ୍ର ସରକାର ସିଧାସଳଖ ୭୫ ପ୍ରତିଶତ ଟୀକା କିଣିବାକୁ ନିଷ୍ପତ୍ତି ନେଇଥିବା ବେଳେ…Continue readingଆଜି ଦେଶରେ ଦିଆଗଲା ସର୍ବାଧିକ ସଂଖ୍ୟକ ଟୀକା: ଗୋଟିଏ ଦିନରେ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟୀକା ଦେଇ ଆନ୍ଧ୍ରପ୍ରଦେଶ କଲା ରେକର୍ଡ

Categories
News

ବିଜେପି ସହ ଶିବସେନା ହାତ ମିଳାଇବା ଚର୍ଚ୍ଚା ମଧ୍ୟରେ ସଞ୍ଜୟ ରାଉତ କହିଲେ – ” ଗଠବନ୍ଧନରେ ସବୁ କିଛି ଠିକ୍ ଠାକ୍ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ର ମହା ବିକାଶ ଅଘାଡୀ ଗଠବନ୍ଧନରେ ଦେଖାଦେଇଥିବା ମତଭେଦ ମଧ୍ୟରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ସହ ହାତ ମିଶେଇବାର ପ୍ରଶ୍ନ ଉଠୁ ନାହିଁ। ଗଠବନ୍ଧନ ସରକାର ମହାରାଷ୍ଟ୍ରରେ ୫ ବର୍ଷ ପର୍ଯ୍ୟନ୍ତ ଶାସନ କରିବ । ରାଉତ କହିଛନ୍ତି, ”…Continue readingବିଜେପି ସହ ଶିବସେନା ହାତ ମିଳାଇବା ଚର୍ଚ୍ଚା ମଧ୍ୟରେ ସଞ୍ଜୟ ରାଉତ କହିଲେ – ” ଗଠବନ୍ଧନରେ ସବୁ କିଛି ଠିକ୍ ଠାକ୍ “

Categories
News

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪ ହଜାର ୫୮୭ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୫୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୭୧, କଟକରୁ ୪୪୦, ବାଲେଶ୍ଵରରୁ ୩୨୦, ଯାଜପୁରରୁ ୩୧୩, ଅନୁଗୁଳରୁ ୨୪୪, ପୁରୀରୁ ୨୪୧, ଭଦ୍ରକରୁ ୨୧୪, ଢେଙ୍କାନାଳରୁ ୨୧୦, ମୟୂରଭଞ୍ଜରୁ ୨୧୦,…Continue readingଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪ ହଜାର ୫୮୭ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Categories
News

ୟୁପି ବିଜେପିରେ ଅଲ୍ ଇଜ୍ ନଟ୍ ୱେଲ୍ : କ୍ୟାବିନେଟ ମନ୍ତ୍ରୀ କହିଲେ – ” କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ କିଏ ହେବ ଆଗାମୀ ମୁଖ୍ୟମନ୍ତ୍ରୀ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ଆସନ୍ତା ବର୍ଷ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି କ୍ୟାମ୍ପରେ ରାଜ୍ୟ ନେତୃତ୍ୱକୁ ନେଇ ବିରୋଧର ସ୍ବର ତୀବ୍ର ହେବାରେ ଲାଗିଛି। ଉତ୍ତରପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ତଥା ବିଜେପି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ, ୟୁପିରେ ବିଜେପି ପାଇଁ ସମସ୍ତ ବିକଳ୍ପ…Continue readingୟୁପି ବିଜେପିରେ ଅଲ୍ ଇଜ୍ ନଟ୍ ୱେଲ୍ : କ୍ୟାବିନେଟ ମନ୍ତ୍ରୀ କହିଲେ – ” କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ କିଏ ହେବ ଆଗାମୀ ମୁଖ୍ୟମନ୍ତ୍ରୀ “

Categories
News

ଅନଲାଇନରେ ଅମରନାଥ ଦର୍ଶନ

ଚଳିତବର୍ଷ ଅମରନାଥ ଯାତ୍ରାକୁ ପ୍ରଶାସନ ବନ୍ଦ କରିଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୂର୍ବବର୍ଷ ମଧ୍ୟ ଅମରନାଥ ଯାତ୍ରା ବନ୍ଦ କରାଯାଇଥିଲା । ହେଲେ ଶ୍ରଦ୍ଧାଳୁ ଘରେ ବସି ଭଗବାନଙ୍କର ଦର୍ଶନ କରିପାରିବେ । ୨୮ ଜୁନ୍ ରୁ ଅନଲାଇନ ଦର୍ଶନ କରିପାରିବେ ଭକ୍ତ । ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି…Continue readingଅନଲାଇନରେ ଅମରନାଥ ଦର୍ଶନ

Categories
News

ନୀଳଗିରିରେ 10 ସେବାୟତ ଅଟକ

ପ୍ରଶାସନର ବିନା ଅନୁମତିରେ ବାଲେଶ୍ବର ଜିଲ୍ଲା ନୀଳଗିରି ଶ୍ରୀଜଗନ୍ନାଥ ମନ୍ଦିରରେ ଚାଲିଥିଲା ରଥ ନିର୍ମାଣ କାର୍ଯ୍ୟ । ରାଜ୍ୟ ସରକାର କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଇଥିବା ବେଳେ ଅନ୍ୟ ସବୁ ସ୍ଥାନରେ ରଥଯାତ୍ରାକୁ ନିଷେଧ କରିଛନ୍ତି । ତେବେ ପ୍ରଶାସନ ବିନା ଅନୁମତିରେ ରଥ ନିର୍ମାଣ କରୁଥିବାରୁ ଆଜି ଜିଲ୍ଲା ପ୍ରଶାସନ ମନ୍ଦିର…Continue readingନୀଳଗିରିରେ 10 ସେବାୟତ ଅଟକ

Categories
News

ଶିବସେନା ସହ ସେତେବେଳେ ଗଠବନ୍ଧନ ସମ୍ଭବ ଯେତେବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏ ସମ୍ପର୍କରେ ବିଚାର କରିବେ : ମହାରାଷ୍ଟ୍ର ବିଜେପି ସଭାପତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଜେପି ଠାରୁ ଅଲଗା ହୋଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଶିବସେନାର ବିଧାୟକ ପ୍ରତାପ ସାରନାଇକଙ୍କ ଚିଠି ଏବେ ମହାରାଷ୍ଟ୍ର ରାଜନିତୀରେ ଝଡ ସୃଷ୍ଟି କରିଛି। ରବିବାର ଦିନ ଏହି ଚିଠି ଭାଇରାଲ ହେବା ପରେ ମହାରାଷ୍ଟ୍ର ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ହୋଇ ଉଠିଛି। ଦଳର ନେତାମାନଙ୍କୁ…Continue readingଶିବସେନା ସହ ସେତେବେଳେ ଗଠବନ୍ଧନ ସମ୍ଭବ ଯେତେବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏ ସମ୍ପର୍କରେ ବିଚାର କରିବେ : ମହାରାଷ୍ଟ୍ର ବିଜେପି ସଭାପତି

Categories
News

ଗୋଠ ଫାଟିଲା : ଶିବସେନା ବିଧାୟକଙ୍କ ଅଭିଯୋଗ କଂଗ୍ରେସ ଓ ଏନସିପି ଦଳକୁ ଦୁର୍ବଳ କରୁଛନ୍ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ର ମହାବିକାଶ ଅଘାଡୀ ସରକାରରେ ମତଭେଦ ଦେଖାଦେଇଛି। ଦୀର୍ଘ ଦେଢ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ମେଣ୍ଟ ସରକାରରେ ଏବେ ଧୀର ଧୀର ବିରୋଧର ସ୍ବର ଉଠିବାରେ ଲାଗିଛି। ଶିବସେନା ବିଧାୟକ ଦଳର ସଭାପତି ଉଦ୍ଧବ ଠାକରେଙ୍କୁ ଲେଖିଥିବା ଏକ ଚିଠିକୁ ନେଇ ଏବେ ରାଜନୀତି ସରଗରମ ହୋଇଛି।…Continue readingଗୋଠ ଫାଟିଲା : ଶିବସେନା ବିଧାୟକଙ୍କ ଅଭିଯୋଗ କଂଗ୍ରେସ ଓ ଏନସିପି ଦଳକୁ ଦୁର୍ବଳ କରୁଛନ୍ତି

Categories
News

ବେଙ୍ଗଲରେ ବିଜେପିର ପୋଲାରାଇଜେସନ ପଲଟିକ୍ସ କଂଗ୍ରେସର କ୍ଷତିକଲା, ମମତାଙ୍କୁ ଫାଇଦା ଦେଲା : ଅଧୀର ରଞ୍ଜନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ  ‘ପୋଲାରାଇଜେସନ୍ ରାଜନୀତି’ କଂଗ୍ରେସକୁ ବ୍ୟାପକ କ୍ଷତି ପହଞ୍ଚାଇଛି କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫାଇଦା ପହଞ୍ଚାଇଛି। ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧୀର ରଂଜନ ଚୌଧୁରୀ ଏହି ବୟାନ ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ନିର୍ବାଚନ ଫଳାଫଳର ସମୀକ୍ଷା କରି ସେ କହିଛନ୍ତି…Continue readingବେଙ୍ଗଲରେ ବିଜେପିର ପୋଲାରାଇଜେସନ ପଲଟିକ୍ସ କଂଗ୍ରେସର କ୍ଷତିକଲା, ମମତାଙ୍କୁ ଫାଇଦା ଦେଲା : ଅଧୀର ରଞ୍ଜନ

Categories
News

ଆରମ୍ଭ ହେଲା ମିଶନ ୨୦୨୪, କେବଳ ଦୁଇ ସପ୍ତାହ ମଧ୍ୟରେ ଶରଦ ପାୱାର ଦ୍ଵିତୀୟ ଥର ପାଇଁ ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଆୟତ୍ତ ହେବାରେ ଲାଗିଛି । ଏପରିସ୍ଥିତିରେ ବିଭିନ୍ନ ରାଜନୈତିକ ଦଳ ୨୦୨୪ରେ ହେବାକୁ ଥିବା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ତେବେ ଏନସିପି ନେତା ଶରଦ ପାୱାର ଗତ ଦୁଇ ସପ୍ତାହ ମଧ୍ୟରେ ପୋଲ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଦ୍ୱିତୀୟ…Continue readingଆରମ୍ଭ ହେଲା ମିଶନ ୨୦୨୪, କେବଳ ଦୁଇ ସପ୍ତାହ ମଧ୍ୟରେ ଶରଦ ପାୱାର ଦ୍ଵିତୀୟ ଥର ପାଇଁ ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି

Categories
News

” ରାମ ମନ୍ଦିର ମନ୍ଦିର ଜମି କିଣାରେ ଦୁର୍ନୀତିରେ ସୁପ୍ରିମକୋର୍ଟ ମନିଟରିଂରେ ଯାଞ୍ଚ କରାଯାଉ ” : ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଅପିଲ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିର ଜମି କିଣାରେ ଦୁର୍ନୀତି ଅଭିଯୋଗ ଆସିବା ପରେ ତାକୁ ନେଇ ଏବେ ବିବାଦ ଦେଖାଦେଇଛି। ଏହି ଜମି ଦୁର୍ନୀତି ଅଭିଯୋଗର ସତ୍ୟାସତ୍ୟ ପ୍ରକାଶ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସୁପ୍ରିମକୋର୍ଟ ଆବଶ୍ୟକ ପଦକ୍ଷେପ ନେବା ପାଇଁ କଂଗ୍ରେସ ପାର୍ଟି ଦାବି କରିଛି।…Continue reading” ରାମ ମନ୍ଦିର ମନ୍ଦିର ଜମି କିଣାରେ ଦୁର୍ନୀତିରେ ସୁପ୍ରିମକୋର୍ଟ ମନିଟରିଂରେ ଯାଞ୍ଚ କରାଯାଉ ” : ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଅପିଲ୍

Categories
News

ଅନଲାଇନ୍ ପାଠପଢ଼ା ସମୟରେ କରୋନା ମୁକାବିଲା ପାଇଁ ପିଲାମାନଙ୍କୁ ସାମର୍ଥ୍ୟ ଦେଉଛି ଯୋଗ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହାମାରୀ ସତ୍ତ୍ୱେ, ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବାର୍ତ୍ତା-“ସୁସ୍ଥତା ପାଇଁ ଯୋଗ” ଜନସାଧାରଣଙ୍କ ମନୋବଳ ବଢ଼ାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଷ୍ଟ୍ର, ସମାଜ ଓ ବ୍ୟକ୍ତିବିଶେଷଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବା ସହିତ ଆଶା ବ୍ୟକ୍ତ କରିଛନ୍ତି ଯେ ଆମେ ସମସ୍ତେ ଏକଜୁଟ୍ ହେବା…Continue readingଅନଲାଇନ୍ ପାଠପଢ଼ା ସମୟରେ କରୋନା ମୁକାବିଲା ପାଇଁ ପିଲାମାନଙ୍କୁ ସାମର୍ଥ୍ୟ ଦେଉଛି ଯୋଗ: ପ୍ରଧାନମନ୍ତ୍ରୀ

Categories
News

ଧର୍ମାନ୍ତରଣ କରୁଥିବା ଅଭିଯୋଗରେ ଦୁଇ ଧର୍ମଗୁରୁଙ୍କୁ ଗିରଫ କଲା ପୋଲିସ: ବିଦେଶରୁ ହେଉଥିଲା ଫଣ୍ଡିଂ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନୋଏଡାରେ ଏକ ଧର୍ମାନ୍ତରଣ କରୁଥିବା ରାକେଟକୁ ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଦୁଇ ଧର୍ମଗୁରୁଙ୍କୁ ଉତ୍ତରପ୍ରଦେଶ ଏଟିଏସ ଗିରଫ କରିଛି। ଏହି ରାକେଟ ବିଗତ ଦୁଇ ବର୍ଷ ହେଲା ଚାଲୁଥିଲା। ଏଥିରେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ମହିଳାମାନଙ୍କୁ ଟାର୍ଗେଟ କରାଯାଇ ଧର୍ମ ପରିବର୍ତ୍ତନ କରାଯାଉଥିଲା। ଏହି ମାମଲାରେ ବିଦେଶରୁ ଫଣ୍ଡ ମିଳୁଥିବା…Continue readingଧର୍ମାନ୍ତରଣ କରୁଥିବା ଅଭିଯୋଗରେ ଦୁଇ ଧର୍ମଗୁରୁଙ୍କୁ ଗିରଫ କଲା ପୋଲିସ: ବିଦେଶରୁ ହେଉଥିଲା ଫଣ୍ଡିଂ

Categories
News

ଓଁ’ ଉଚ୍ଚାରଣରେ ଯୋଗ ଶକ୍ତିଶାଳୀ ହୁଏନା କହିଲେ କଂଗ୍ରେସ ନେତା: ପ୍ରତିକ୍ରିୟା ରଖିଲେ ଯୋଗଗୁରୁ ରାମଦେବ

ନୂଆଦିଲ୍ଲୀ: ସମଗ୍ର ବିଶ୍ଵରେ ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଉଛି। କରୋନା ଗାଇଡଲାଇନ ଅନୁସାରେ ଯୋଗ ଦିବସ କାର୍ଯ୍ୟକ୍ରମଗୁଡିକୁ ଆୟୋଜନ କରାଯାଉଛି। ଏହାଭିତରେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭିଙ୍କ ଏକ ଟ୍ବିଟକୁ ନେଇ ବିବାଦ ଦେଖାଦେଇଛି। ଯୋଗ ଦିବସ ଅବସରରେ ଅଭିଷେକ ଲେଖିଛନ୍ତି ଯେ, ‘ଓଁ ‘ ଉଚ୍ଚାରଣରେ ନା ଯୋଗ ଅଧିକ…Continue readingଓଁ’ ଉଚ୍ଚାରଣରେ ଯୋଗ ଶକ୍ତିଶାଳୀ ହୁଏନା କହିଲେ କଂଗ୍ରେସ ନେତା: ପ୍ରତିକ୍ରିୟା ରଖିଲେ ଯୋଗଗୁରୁ ରାମଦେବ

Categories
News

୭ ଦିନିଆ ନର୍ଥ ବଙ୍ଗାଳ ଗସ୍ତରେ ରାଜ୍ୟପାଳ ଜଗଦୀପ ଧନକଡ , ଗସ୍ତକୁ ଟିଏମସିର ବିରୋଧ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ ତିନି ଦିନିଆ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଏବେ ପୁଣି ଥରେ ଆକ୍ସନ୍ ମୋଡ୍ ରେ। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ପାଇଁ ସୋମବାର ଠାରୁ ନର୍ଥ ବଙ୍ଗଳା ଗସ୍ତରେ ଯିବେ। ଏ ସମ୍ପର୍କରେ ଟୁଇଟ୍ କରି ରାଜ୍ୟପାଳ…Continue reading୭ ଦିନିଆ ନର୍ଥ ବଙ୍ଗାଳ ଗସ୍ତରେ ରାଜ୍ୟପାଳ ଜଗଦୀପ ଧନକଡ , ଗସ୍ତକୁ ଟିଏମସିର ବିରୋଧ

Categories
News

ପାର୍ଟି ନେତୃତ୍ୱଙ୍କୁ ପାଇଲଟ କ୍ୟାମ୍ପର ସନ୍ଦେଶ -” ଏବେବି ଜିଦ୍ ରେ ଅଟଳ ଅଛନ୍ତି ଅଶୋକ ଗେହେଲୋଟ ବିବାଦ ସମାଧାନ ହେବା କଷ୍ଟକର “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜସ୍ଥାନ କଂଗ୍ରେସରେ ପାଇଲଟ୍ ବନାମ ଗେହଲୋତ୍ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ନିଜ ଜିଦ୍ ରେ ଅଟଳ ରହିଥିବା ବେଳେ ତାଙ୍କର ଏହି କଡା ଆଭିମୁଖ୍ୟ ଯୋଗୁଁ ଦଳୀୟ କନ୍ଦଳ ଆହୁରି ଜଟିଳ ହେବାରେ ଲାଗିଛି। ପାଇଲଟ ଗୋଷ୍ଠୀର ନେତାଙ୍କୁ ସରକାରରେ ସ୍ଥାନ…Continue readingପାର୍ଟି ନେତୃତ୍ୱଙ୍କୁ ପାଇଲଟ କ୍ୟାମ୍ପର ସନ୍ଦେଶ -” ଏବେବି ଜିଦ୍ ରେ ଅଟଳ ଅଛନ୍ତି ଅଶୋକ ଗେହେଲୋଟ ବିବାଦ ସମାଧାନ ହେବା କଷ୍ଟକର “

Categories
News

ସୁସ୍ଥତା ପାଇଁ ଯୋଗ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ବିଶ୍ୱବ୍ୟାପୀ ପାଳନ ହେଉଛି ଯୋଗ ଦିବସ । ଚଳିତବର୍ଷ ଯୋଗ ଦିବସର ବିଷୟ ବସ୍ତୁ ରହିଛି ସୁସ୍ଥତା ପାଇଁ ଯୋଗ । କରୋନା କଟକଣା ଭିତରେ ଦେଶରେ ଯୋଗ ଦିବସ ପାଳନ ହେଉଛି । ବଡ ଆକାରରେ ନହେଲେ ବି ସାମାଜିକ ଦୂରତା ରକ୍ଷା କରି ବିଭିନ୍ନ ସ୍ଥାନରେ…Continue readingସୁସ୍ଥତା ପାଇଁ ଯୋଗ

Categories
News

କ୍ୟାପଟେନଙ୍କୁ ସିଦ୍ଧୁଙ୍କ ନିଶାନ – ” ନିର୍ବାଚନରେ ​​ଜିତିବା ପାଇଁ ବ୍ୟବହାର କରିବାକୁ ମୁଁ କୌଣସି ଶୋ-ପିସ୍ ନୁହେଁ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସରେ ସିଦ୍ଧୁ ବନାମ କ୍ୟାପଟେନ୍ ଝଗଡା ଜାରି ରହିଛି। ଦଳୀୟ କନ୍ଦଳ ସମାଧାନ ପାଇଁ ହାଇକମାଣ୍ଡ ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି। ଏହା ମଧ୍ୟରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ ସେ କଂଗ୍ରେସରେ କୌଣସି…Continue readingକ୍ୟାପଟେନଙ୍କୁ ସିଦ୍ଧୁଙ୍କ ନିଶାନ – ” ନିର୍ବାଚନରେ ​​ଜିତିବା ପାଇଁ ବ୍ୟବହାର କରିବାକୁ ମୁଁ କୌଣସି ଶୋ-ପିସ୍ ନୁହେଁ “

Categories
News

mYoga App: ଯୋଗ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଲଞ୍ଚ କଲେ ଆପ୍, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ଵ

ନୂଆଦିଲ୍ଲୀ: ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ସପ୍ତମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମୟୋଗା ଆପ ଲଞ୍ଚ କରିଛନ୍ତି। ଏହି ଆପକୁ ୧୨ ରୁ ୬୫ ବର୍ଷ ବ୍ୟକ୍ତିଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଛି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସହାୟତାରେ ଏହି ଆପକୁ ପ୍ରସ୍ତୁତ କରାଯାଇଥିବା ଯୋଗ ଦିବସରେ ସମ୍ବୋଧନ…Continue readingmYoga App: ଯୋଗ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଲଞ୍ଚ କଲେ ଆପ୍, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ଵ

Categories
News

ଆରମ୍ଭ ହୋଇଛି ୟୁଟ୍ୟୁବରେ ପାଠପଢା

କରୋନା ମହାମାରୀରେ କ୍ଲାସରୁମ୍ ପାଠପଢା ହୋଇପାରୁନାହିଁ । ଆଜିଠୁ ଆରମ୍ଭ ହୋଇଛି ୟୁଟ୍ୟୁବରେ ପାଠପଢା । ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ୟୁଟ୍ୟୁବରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । କେଉଁଦିନ କେଉଁ ବିଷୟରେ ପାଠପଢା ହେବ ସେନେଇ ପ୍ରକାଶ ପାଇଛି ରୁଟିନ୍ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା…Continue readingଆରମ୍ଭ ହୋଇଛି ୟୁଟ୍ୟୁବରେ ପାଠପଢା

Categories
News

ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା: ମୋଷ୍ଟ ୱାଣ୍ଟେଡ ମୁଦାଶିର ପଣ୍ଡିତ ସମେତ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବରମୁଳା ଜିଲ୍ଲା ଅନ୍ତର୍ଗତ ସୋପୋର ଅଞ୍ଚଳରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି। ଗତକାଲି ରାତିରେ ସୁରକ୍ଷାକର୍ମୀ ଆଉ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଲସ୍କର-ଏ-ତୋଏବାର ମୁଖ୍ୟ କମାଣ୍ଡରଙ୍କ ସମେତ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରାତି ସାରା ଚାଲିଥିବା ଏହି ଗୁଳିମିନିମୟରେ ମୋଷ୍ଟ ୱାଣ୍ଟେଡ ଆତଙ୍କି ମୁଦାଶିର ପଣ୍ଡିତ ପ୍ରାଣ…Continue readingଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା: ମୋଷ୍ଟ ୱାଣ୍ଟେଡ ମୁଦାଶିର ପଣ୍ଡିତ ସମେତ ଟଳିଲେ ୩ ଆତଙ୍କବାଦୀ

Categories
News

ସିଏମ୍ ଆଦିତ୍ୟନାଥ ଯୋଗୀ ଗୋରଖନାଥ ବିଶ୍ୱବିଦ୍ୟାଳୟର କୁଳାଧିପତି ନିଯୁକ୍ତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଘରୋଇ ବିଶ୍ବବିଦ୍ୟାଳୟର କୁଳପତି ହୋଇଛନ୍ତି। ଗୋରକ୍ଷପୀଠାଧୀଶ୍ୱର ତଥା ୟୁପି ସିଏମ୍ ଆଦିତ୍ୟନାଥ ଗୋରଖପୁରର ସ୍ଥିତ ମହାଯୋଗୀ ଗୋରଖନାଥ ବିଶ୍ୱବିଦ୍ୟାଳୟ ବାଲାପରର କୁଳାଧିପତି ଭାବେ ନିଯୁକ୍ତ ହୋଇଛନ୍ତି।  ଏହି ଘରୋଇ ବିଶ୍ୱବିଦ୍ୟାଳୟର କୁଳପତି ହେଉଛନ୍ତି ମେଜର ଜେନେରାଲ୍ ଡକ୍ଟର ଅତୁଲ ବାଜପେୟୀ ଏବଂ ଉପ…Continue readingସିଏମ୍ ଆଦିତ୍ୟନାଥ ଯୋଗୀ ଗୋରଖନାଥ ବିଶ୍ୱବିଦ୍ୟାଳୟର କୁଳାଧିପତି ନିଯୁକ୍ତ

Categories
News

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୩ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୬୩୨ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୬୩୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୭ ଜଣ, ବରଗଡ, କଟକ ଜିଲ୍ଲାରୁ…Continue readingଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୩ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୬୩୨ କୁ ବୃଦ୍ଧି

Categories
News

ରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାର ୩୧ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୭୩୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୯୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ…Continue readingରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାର ୩୧ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

Categories
News

କରୋନା ଅପଡେଟ୍: ୮୮ ଦିନ ପରେ ଦେଶରେ ଚିହ୍ନଟ ହେଲେ ସବୁଠୁ କମ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୩ ହଜାର ୨୫୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୪୨୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୯ ଲକ୍ଷ ୩୫ ହଜାର ୨୨୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩…Continue readingକରୋନା ଅପଡେଟ୍: ୮୮ ଦିନ ପରେ ଦେଶରେ ଚିହ୍ନଟ ହେଲେ ସବୁଠୁ କମ ଆକ୍ରାନ୍ତ

Categories
News

” କେନ୍ଦ୍ର ସରକାରଙ୍କ ଏଜେନ୍ସିମାନେ ଆମକୁ ଟାର୍ଗେଟ କରୁଛନ୍ତି ,ପୁଣି ବିଜେପିରେ ମିଶିଯିବା ଭଲ ହେବ ” : ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ଶିବସେନା ବିଧାୟକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ବିଧାୟକ ପ୍ରତାପ ସରନାଇକଙ୍କ ଚିଠିକୁ ନେଇ ପୁଣି ଥରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଦଳର ପୂର୍ବତନ ସହଯୋଗୀ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାତ ମିଳାଇବାକୁ ସେ ଉଦ୍ଧବ ଠାକରେଙ୍କୁ ପ୍ରସ୍ତାବ ଦେଇଛନ୍ତି। ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି…Continue reading” କେନ୍ଦ୍ର ସରକାରଙ୍କ ଏଜେନ୍ସିମାନେ ଆମକୁ ଟାର୍ଗେଟ କରୁଛନ୍ତି ,ପୁଣି ବିଜେପିରେ ମିଶିଯିବା ଭଲ ହେବ ” : ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ଶିବସେନା ବିଧାୟକ

Categories
News

ଆନ୍ଧ୍ରପ୍ରଦେଶର ବିଶାଳ ରେକର୍ଡ: ଗୋଟିଏ ଦିନରେ ୧.୨ ମିଲିୟନ ଲୋକଙ୍କୁ ଦିଆଗଲା କୋଭିଡ୍ ଟୀକା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍ ଟୀକାକରଣ କ୍ଷେତ୍ରରେ ଏକ ନୂତନ ରେକର୍ଡ଼ ସୃଷ୍ଟି କରିଛି ଆନ୍ଧ୍ରପ୍ରଦେଶ । ରାଜ୍ୟରେ ଗୋଟିଏ ଦିନରେ ୧୨.୫୬ ଲକ୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରି ଏହି ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ଜାନୁଆରୀରେ ଭାରତରେ ଟୀକାକରଣ ଅଭିଯାନ ଆରମ୍ଭ ହେବା ପରଠାରୁ ଆଜି ପର୍ଯ୍ୟନ୍ତ କୌଣସି…Continue readingଆନ୍ଧ୍ରପ୍ରଦେଶର ବିଶାଳ ରେକର୍ଡ: ଗୋଟିଏ ଦିନରେ ୧.୨ ମିଲିୟନ ଲୋକଙ୍କୁ ଦିଆଗଲା କୋଭିଡ୍ ଟୀକା

Categories
News

ବର୍ଷିକିଆ ଡିପ୍ଲୋମା ପାଠ୍ୟକ୍ରମ ‘ଧ୍ୟାନ ଓ ଯୋଗ ବିଜ୍ଞାନ’ ଲଞ୍ଚ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜୁନ୍ ୨୧ ସୋମବାର ଦିନ ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ। ଏହାର ଗୋଟିଏ ଦିନ ପୂର୍ବରୁ ବର୍ଷିକିଆ ଡିପ୍ଲୋମା ପାଠ୍ୟକ୍ରମ ‘ଧ୍ୟାନ ଓ ଯୋଗ ବିଜ୍ଞାନ’ ଲଞ୍ଚ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ରବିବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି।…Continue readingବର୍ଷିକିଆ ଡିପ୍ଲୋମା ପାଠ୍ୟକ୍ରମ ‘ଧ୍ୟାନ ଓ ଯୋଗ ବିଜ୍ଞାନ’ ଲଞ୍ଚ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

Categories
News

ବିସ୍ତୁତ ରାଶିଫଳ: ଜୁନ 21 ତାରିଖ ସୋମବାରରେ ସାତୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

ମେଷ: – ଆଜି ଏହି ରାଶିର ବ୍ୟକ୍ତି ଝଗଡାଠାରୁ ଦୂରେଇ ରହିବା ଉଚିତ୍। ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ । ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ । କୈଣସି ତୃତୀୟ ବ୍ୟକ୍ତି ଆସିବା ପୂର୍ବରୁ ପ୍ରେମ ସମ୍ପର୍କ ଖରାପ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆପଣ ଜମି କିମ୍ବା…Continue readingବିସ୍ତୁତ ରାଶିଫଳ: ଜୁନ 21 ତାରିଖ ସୋମବାରରେ ସାତୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

Categories
News

ଚାଣକ୍ୟ ନୀତି: ଯଦି ଜୀବନରେ ଭଲ କରିବାକୁ ଚାହାଁନ୍ତି ତେବେ କୁକୁଡାଠାରୁ ଶିଖନ୍ତୁ ଏହି 4ଟି ଗୁଣ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବିଭିନ୍ନ ପଶୁପକ୍ଷୀମାନଙ୍କ ଠାରୁ ମଧ୍ୟ କିଛି ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି। ସେଥିରେ ସେ କୁକୁଡାଠାରୁ କିପରି ଚାରୋଟି ଗୁଣ ମଣିଷମାନେ ଶିକ୍ଷା କରିବା ଦରକାର ତାହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୁକୁଡାଠାରୁ ସକାଳୁ ଉଠିବା ମଣିଷମାନେ ଶିଖିବା ଉଚିତ। ଏଥିସହିତ ବିପଦର କିପରି…Continue readingଚାଣକ୍ୟ ନୀତି: ଯଦି ଜୀବନରେ ଭଲ କରିବାକୁ ଚାହାଁନ୍ତି ତେବେ କୁକୁଡାଠାରୁ ଶିଖନ୍ତୁ ଏହି 4ଟି ଗୁଣ

Categories
News

ସୋମବାରରେ ଏହି ରାଶିର ବ୍ୟକ୍ତିମାନେ ଜଣେ ପୁରୁଣା ବନ୍ଧୁଙ୍କୁ ଭେଟିବେ, ଲାଭ ହେବ

ତୂଳା: – ଆଜି, ଶାନ୍ତ ଭାବରେ ବସନ୍ତୁ। ଚିନ୍ତା କର ଏବଂ କେଉଁ ପରିବର୍ତ୍ତନ ଆଣିବାକୁ ହେବ ତାହା ବିଚାର କର । ବ୍ୟବସାୟ ଏବଂ ଚାକିରିରେ ସବୁକିଛି ସ୍ୱାଭାବିକ ହେବ । ଅଧିକ ଲାଭ କିମ୍ବା କ୍ଷତି ହେବ ନାହିଁ । କୁମ୍ଭ: – ଆଜି ଏହି ରାଶିର ବ୍ୟକ୍ତିଙ୍କ ଏକ ପୁରୁଣା ବନ୍ଧୁଙ୍କୁ…Continue readingସୋମବାରରେ ଏହି ରାଶିର ବ୍ୟକ୍ତିମାନେ ଜଣେ ପୁରୁଣା ବନ୍ଧୁଙ୍କୁ ଭେଟିବେ, ଲାଭ ହେବ