ମୁନ୍ ଟିଭି ମୁଭିଜ୍ ର ନବମ ଅବଦାନ “ତୁ ସେଇ ନୀଳନୟନା”

ମୁନ୍ ଟିଭି ମୁଭିଜ୍ ବାବୁଶାନ୍ ଙ୍କ ସୁନ୍ଦରଗଡ଼ ର ସଲମନ୍ ଖାନ୍ ପରେ ପୁଣି ଥରେ ନୂଆ ଚଳଚ୍ଚିତ୍ର “ତୁ ସେଇ ନୀଳନୟନା” ର ସୁଟିଂ ସେପ୍ଟେମ୍ବର ରୁ ଆରମ୍ଭ ହେବ। ଅଭିନେତା ସମ୍ବିତ ଓ ଲିପିକା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ଅନ୍ୟତମ ନବାଗତ ନାୟିକା ଭାବେ ମଡେଲ୍ ଇଗମା ସୁଯୋଗ ମିଳିଛି। ସଚ୍ଚିକାନ୍ତ ଜେନା ଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ତିରୁପତି ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ ।
କ୍ରିଏଟିଭ ହେଡ ଭାବେ ଅଛନ୍ତି ପ୍ରଣୟ ଜେଠୀ।

Ama TvRead More

Leave a Reply

Your email address will not be published. Required fields are marked *