ରେଲଓ୍ବେ ଷ୍ଟେସନ୍ ବ୍ରିଜ୍ ନିକଟରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ରେଲୱେ ଷ୍ଟେସନ ବ୍ରିଜ ପାଖରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଟ୍ରକ୍ ଟି କେଉଁଠୁ ଆସୁଥିଲା ଜଣାପଡ଼ି ନାହିଁ। ଟ୍ରକ୍ ର ଡ୍ରାଇଭର ଓ ହେଲପର ଫେରାର ଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।

Read Moreଆଜିର ଖବର, ରାଜ୍ୟ ଖବର, ଓଲଟିଲା ଟ୍ରକ୍, ରେଢାଖୋଲ, ରେଲଓ୍ବେ ଷ୍ଟେସନ୍ ବ୍ରିଜ୍The Samikhsya Odia

Leave a Reply

Your email address will not be published. Required fields are marked *