ଓଡିଶା ପ୍ରଶାସନିକ ସ୍ତରରେ ଅଦଳବଦଳ, ବଦଳିଲେ ଦୁଇଟି ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ବର, ଆଜି ରାଜ୍ୟ ସରକାର ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିବା ସହିତ 4 ଜଣ ପ୍ରଶାସନିକ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଯେଉଁମାନେଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି ତାହା ହେଲା..

1- ଜ୍ଞାନରଂଜନ ଦାସ- ନିର୍ଦ୍ଦେଶକ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ

2- ଉମାକାନ୍ତ ତ୍ରିପାଠୀ- ଅତିରିକ୍ତ ଶାସନ ସଚିବ, ଜଙ୍ଗଲ ଓ ପରିବେଷ ବିଭାଗ

3-ଭୂମେଶ ଚନ୍ଦ୍ର ବେହେରା- ନିର୍ଦ୍ଦେଶକ, ଆୟୁଶ ନିର୍ଦ୍ଦେଶାଳୟ

4-ସରୋଜ କୁମାର ସେଠୀ- ଜିଲ୍ଲାପାଳ, ଢେଙ୍କାନାଳ

5-ତ୍ରିଲୋଚନ ମାଝି- ଜିଲ୍ଲାପାଳ, ଭଦ୍ରକ

Read Moreଆଜିର ଖବର, ଜିଲ୍ଲାପାଳ ବଦଳିଲେ, ଢେଙ୍କାନାଳ ଜିଲ୍ଲାପାଳ, ପ୍ରଶାସିକ ଅଦଳବଦଳ, ଭଦ୍ରକThe Samikhsya Odia

Leave a Reply

Your email address will not be published. Required fields are marked *