ଆମେ ଗୋଟିଏ ସୁନାରେ ଖୁସି, ଆମେରିକା ନେଲା 39

ଉଦଯାପିତ ହେଲା ଟୋକିଓ ଅଲିମ୍ପିକ୍ସ । ମୋଟ 39ଟି ସ୍ବର୍ଣ୍ଣ ପଦକ ପାଇଁ ଆମେରିକା ଶୀର୍ଷରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ଚୀନ୍ । ଚୀନ 38ଟି ସ୍ବର୍ଣ୍ଣ ପଦକ ହାସଲ କରିଛି । ଆୟୋଜକ ଜାପାନ 27ଟି ସ୍ବର୍ଣ୍ଣ ପଦକ ସହ ତୃତୀୟ ସ୍ଥାନରେ ରହିଛି । ଗ୍ରେଟ ବ୍ରିଟେନ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପଞ୍ଚମ ସ୍ଥାନରେ ରହିଛି ରୁଷୀୟ ଅଲିମ୍ପିକ କମିଟି । ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଏବଂ 4ଟି ବ୍ରୋଞ୍ଚ ପଦକ ପାଇ ଭାରତ ପଦକ ତାଲିକାର 48 ତମ ସ୍ଥାନରେ ରହିଛି ।

The post ଆମେ ଗୋଟିଏ ସୁନାରେ ଖୁସି, ଆମେରିକା ନେଲା 39 appeared first on TakshakTV.

Read MoreNational, Sports, Trending News, america in top, india got 48th positions, tokiyo olympicsTakshakTV

Leave a Reply

Your email address will not be published. Required fields are marked *