ପ୍ରେମାନନ୍ଦ ଙ୍କ ଗୀତରେ କଣ୍ଠଦାନ କଲେ କଣ୍ଠଶିଳ୍ପୀ ଅନୁରାଧା

ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ନୂଆ ଓଡ଼ିଆ ଗୀତ “ସବୁକଥା ଶେଷରେ ତୋରି‌ ନାଁ ” ଆଜି କଟକସ୍ଥିତ ମିଲନ ଷ୍ଟୁଡିଓ ରେ ରେକର୍ଡିଙ୍ଗ ହୋଇ ଯାଇଛି। ସୁବ୍ରତ ସ୍ୱାଇଁ ରଚିତ ଗୀତଟି ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ । କଣ୍ଠଦାନ କରିଛନ୍ତି ଅନୁରାଧା ପାଣିଗ୍ରାହୀ।
ଗୀତଟି ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରବ‌ ବୋଲି କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ଏଥିରେ ରେକର୍ଡିଷ୍ଟ ସୈ।ଭାଗ୍ୟ ପଣ୍ଡା , ପ୍ରଯୋଜକ ସଚ୍ଚିକାନ୍ତ ଜେନା, ନିର୍ଦ୍ଦେଶକ ବିନି ପଟ୍ଟନାୟକ, ଇଭେଣ୍ଟ ମ୍ୟାନେଜର ରକି‌ ଇନାୟତ ପ୍ରମୁଖ ଉପସ୍ଥିତ ଥିଲେ। ଗୀତଟି ଆମଟିଭି ଚ୍ୟାନେଲ ରେ ପ୍ରସାରିତ ହେବ।

 

Ama TvRead More

Leave a Reply

Your email address will not be published. Required fields are marked *