ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ । cbseresults.nic.in, cbse.gov.in ରେ ରେଜଲ୍ଟ ପ୍ରକାଶ ପାଇଛି । କୋଭିଡ ମହାମାରୀ ପାଇଁ ଏଥର ପରୀକ୍ଷା ହୋଇନାହିଁ । ବିକଳ୍ପ ମୂଲ୍ୟାୟନ ପଦ୍ଧତିକୁ ଆପଣାଇଛି ସିବିଏସଇ । ଦଶମ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିଲେ ୧୮ ଲକ୍ଷ ଛାତ୍ରଛାତ୍ରୀ ।

The post ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ appeared first on TakshakTV.

Read MoreOdisha, Trending NewsTakshakTV

Leave a Reply

Your email address will not be published. Required fields are marked *