ନିରାକାରପୁର ଥାନା ହାଜତରୁ ଜଣେ କଏଦୀ ଫେରାର

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲାରୁ ନିରାକାରପୁର ଥାନା ହାଜତରୁ ଜଣେ କଏଦୀ ଫେରାର ହୋଇଯାଇଥିବା ସୂଚନା ରହିଛି। ଫେରାର ଅଭିଯୁକ୍ତ ଜଣଙ୍କ ଯାଜପୁର ଗ୍ରାମର ପ୍ରଭାତ ପାଟ୍ଟଶାଣୀ ବୋଲି ଜଣାପଡିଛି। ୨୦୧୩ ମସିହାରେ ଚୋରି ଘଟଣାରେ ସଂପୃକ୍ତ ଯୁବକ ଜଣଙ୍କ ଫେରାର ହୋଇଥିଲେ। ଯୁବକ ଜଣଙ୍କୁ ପୋଲିସ ଥାନାରେ ଦୁଇଦିନ ଧରି ଅଟକ ରଖିଥିଲା ଗତକାଲି ରାତି ୧୦ଟା ସମୟରେ ଅଭିଯୁକ୍ତ ଜଣଙ୍କ ଥାନାରୁ ଫେରାର ହୋଇଯାଇଛି। ଫେରାର ଅଭିଯୁକ୍ତକୁ ଧରିବାପାଇଁ ପୋଲିସ ବିଭିନ୍ନ ଯାଗାରେ ଚଢାଉ କରିଛି ହେଲେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଧରାପଡିନାହିଁ।

Read Moreଅପରାଧ, ଆଜିର ଖବର, ରାଜ୍ୟ ଖବର, କଏଦୀ ଫେରାର, ନିରାକାରପୁର ଥାନାThe Samikhsya Odia

Leave a Reply

Your email address will not be published. Required fields are marked *