ହକିରେ ଭାରତର ରୋମାଞ୍ଚକର ବିଜୟ

ଟୋକିଓ ଅଲମ୍ପିକ୍ସ । ପୁରୁଷ ହକିରେ ଭାରତର ରୋମାଞ୍ଚକର ବିଜୟ । ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇ ଅଭିଯାନ ଆରମ୍ଭ କଲା ଭାରତ । ରୂପିନ୍ଦର ଗୋଟିଏ ଓ ମନପ୍ରୀତ ୨ଟି ଗୋଲ କରି ବିଜୟୀ କରାଇଲେ । ଆୟାଜକ ଜାପାନକୁ ୫-୩ ଗୋଲରେ ହରାଇଲା ଅଷ୍ଟ୍ରେଲିଆ । ସେହିପରି ତୀରନ୍ଦାଜୀର ମିଶ୍ରିତ ଯୁଗଳ ବିଭାଗ କ୍ୱାର୍ଟର ଫାଇନାଲରେ ଦୁଇ ଭାରତୀୟ ଖେଳାଳୀ । ଦୁଇ ଭାରତୀୟ ଖେଳାଳୀ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ । ତାଇପେକୁ ୫-୩ ହରାଇ କ୍ୱାର୍ଟର ଫାଇନାଲରେ ପହଁଞ୍ଚିଲେ ।

The post ହକିରେ ଭାରତର ରୋମାଞ୍ଚକର ବିଜୟ appeared first on TakshakTV.

Read MoreSports, Trending NewsTakshakTV

Leave a Reply

Your email address will not be published. Required fields are marked *