୧୭ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହାୟତା

କଥା ଦେଇ କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରେ ପ୍ରାଣ ହରାଇଥିବା ୧୭ ଲକ୍ଷ ସାମ୍ବାଦିକ ପରିବାରଙ୍କୁ ୧୫ ଲେଖାଏଁ ସହାୟତା ମଞ୍ଜୁର ହୋଇଛି । ଏହି ସାମ୍ବାଦିକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୪ ଜଣ, ଗଞ୍ଜାମରୁ ୭, ବଲାଙ୍ଗୀର-୩, କଳାହାଣ୍ଡିରୁ ଜଣେ , ଯାଜପୁରରୁ ୨ ସାମ୍ବାଦିକ ଅଛନ୍ତି ।

The post ୧୭ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହାୟତା appeared first on TakshakTV.

Read MoreOdisha, Trending NewsTakshakTV

Leave a Reply

Your email address will not be published. Required fields are marked *