ଆଉ ଅଳ୍ପ ସମୟ ପରେ ବାହୁଡିବ ତିନି ରଥ, ଚାଲିଛି ଗଜପତିଙ୍କ ଛେରା ପହଁରା ନୀତି

ପୁରୀ, ବର୍ତ୍ତମାନ ବାହୁଡା ଯାତ୍ରା ପାଇଁ ସମସ୍ତ ରୀତିନୀତି ନିର୍ଦ୍ଧିରତ ସମୟ ପୂର୍ବରୁ ଚାଲିଛି। ତିନି ରଥର ତିନିଠାକୁର ବିରାଜମାନ କରିବା ପରେ ଏବେ ଛେରା ପହଁରା ନୀତି ଚାଲିଛି। ଗଜପତି ଦିବ୍ୟସିଂହ ଦେବ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଁଚି ଏହି ବିରଳ ନୀତି ତୁଲାଉଛନ୍ତି। ଏହାପରେ ତିନିରଥରୁ ଚାରମାଳ ଫିଟାଯାଇ ରଥ ଦଉଡି ବନ୍ଧା ଯିବ। ବର୍ତ୍ତମାନ ନୀତିକୁ ଦେଖିଲେ ଆଉ ଘଣ୍ଟାଏ ପରେ ରଥ ଟଣା ଆରମ୍ଭ ହୋଇଯିବ।

Read MoreRathJatra, ଆଜିର ଖବର, ଜାତୀୟ ଖବର, ଧର୍ମ, ରାଜ୍ୟ ଖବର, ଗଜପତି, ଛେରାପହଁରା, ବାହୁଡା ଯାତ୍ରାThe Samikhsya Odia

Leave a Reply

Your email address will not be published. Required fields are marked *