ଜୁଲାଇ ୨୧ରୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଟିକା

ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଆସନ୍ତା ୨୧ରୁ ଟିକା ଦିଆଯିବ । ଏନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଅଯାଇଛି । । ସପ୍ତାହକୁ ଦୁଇଦିନ ବୁଧବାର ଓ ଶନିବାର ଦିନ ୧୧ଟାରୁ ୧ଟା ଭିତରେ ଟିକା ପ୍ରଦାନ କରାଯିବ । ଭୁବନେଶ୍ୱର ଅଞ୍ଚଳରେ ଗର୍ଭବତୀଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ ।

The post ଜୁଲାଇ ୨୧ରୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଟିକା appeared first on TakshakTV.

Read MoreOdisha, Trending NewsTakshakTV

Leave a Reply

Your email address will not be published. Required fields are marked *