ଓ୍ବାସିମ ଜାଫର୍ ଓଡିଶା କ୍ରିକେଟ୍ କୋଚ୍

ଓ୍ବାସିମ ଜାଫରଙ୍କୁ ଓଡିଶା ସିନିଅର କ୍ରିକେଟ ଦଳର କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି । ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । 43 ବର୍ଷିୀୟ ଓ୍ବାସିମ 31 ଟି ଟେଷ୍ଟ ଓ ଦୁଇଟି ଓ୍ବାନ ଡେ ଖେଳିଛନ୍ତି । ପୂର୍ବରୁ ବାଂଲାଦେଶ ବ୍ୟାଟିଂ ଟିମର କୋଚ୍ ଥିଲେ ଓ୍ବାସିମ ।

The post ଓ୍ବାସିମ ଜାଫର୍ ଓଡିଶା କ୍ରିକେଟ୍ କୋଚ୍ appeared first on TakshakTV.

Read MoreOdisha, Sports, Trending News, oca, odisha cricket coach, wasim jafferTakshakTV

Leave a Reply

Your email address will not be published. Required fields are marked *