ବଢିଲା ମହଙ୍ଗା ଭତ୍ତା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢିଲା । ଆଜି କେନ୍ଦ୍ର କ୍ୟାବିନେଟ 11 ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ ଦେଇଛି । ଏହା ଫଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 17 ପ୍ରତିଶତରୁ 28 ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ଲାଗୁ ହେବ ।

45 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏହାଦ୍ବାରା ଉପକୃତ ହେବେ । ସେହିପରି 65 ଲକ୍ଷରୁ ଅଧିକ ପେନସନଧାରୀ ଏହାର ଫାଇଦା ପାଇବେ ।

The post ବଢିଲା ମହଙ୍ଗା ଭତ୍ତା appeared first on TakshakTV.

Read MoreBig Story, Trending News, 11% DA increased, central govt DA, govt increased DATakshakTV

Leave a Reply

Your email address will not be published. Required fields are marked *