ଚଳିତ ବର୍ଷ ବୋଲବମ ଯାତ୍ରା ଉପରେ ଲାଗିଲା କଟକଣା: ଏସଆରସି ଜାରି କଲେ ନିର୍ଦ୍ଦେଶନାମା

ଭୁବନେଶ୍ବର: କରୋନା ସଂକ୍ରମଣ ଭୟରେ ଚଳିତ ବର୍ଷ ବୋଲବମ ଯାତ୍ରା ଉପରେ କଟକଣା ଲାଗିଛି। ରାଜ୍ୟସରକାରଙ୍କ ପକ୍ଷରୁ ବୋଲବମ ଯାତ୍ରା ଉପରେ କଟକଣା ଲାଗିଛି। ଗତ ବର୍ଷ ଭଳି ଏଥର ମଧ୍ୟ କୌଣସି ଧାର୍ମିକସ୍ଥଳରୁ କାବାଡିଆମାନେ ଜଳ ଉଠାଇପାରିବେ ନାହିଁ।

ସେହିଭଳି କୌଣସି ଶିବ ମନ୍ଦିରରେ କାଉଡିଆମାନଙ୍କୁ ଜଳାଭିଷେକ ପାଇଁ ବାରଣ କରାଯାଇଛି। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶନାମା ଜାରି କରିଛନ୍ତି।

Read Moreଆଜିର ଖବର, ରାଜ୍ୟ ଖବର, ନିର୍ଦ୍ଦେଶନାମା, ବୋଲବମ ଯାତ୍ରା, ଲାଗିଲା କଟକଣା, ସ୍ଵତନ୍ତ୍ର ରିଲିଫ କମିଶନରThe Samikhsya Odia

Leave a Reply

Your email address will not be published. Required fields are marked *