ଶ୍ରୀଜଗନ୍ନାଥଙ୍କ ଭଜନ ଉନ୍ମୋଚନ କଲେ ଧର୍ମେନ୍ଦ୍ର

ମହାପ୍ରଭୁ ଜଗନ୍ନାଥଙ୍କ ଏକ ଭଜନକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭଜନଟିକୁ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ଗାୟକ କୈଳାସ ଖେର ଗାଇଛନ୍ତି । ଉନ୍ମୋଚନ କାର୍ଯ୍ୟକ୍ରମରେ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ରହିଥିଲେ । ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହୋଇଥିଲେ ଗାୟକ କୈଳାସ ଖେର । ରଥଯାତ୍ରା ପୂର୍ବରୁ ଭିଡିଓ ରିଲିଜ ହେବ ।

The post ଶ୍ରୀଜଗନ୍ନାଥଙ୍କ ଭଜନ ଉନ୍ମୋଚନ କଲେ ଧର୍ମେନ୍ଦ୍ର appeared first on TakshakTV.

Read MoreOdisha, Trending News, Dharmendra Pradhan, jagannath bhajan, kailash kher, sambit patraTakshakTV

Leave a Reply

Your email address will not be published. Required fields are marked *