ଦେବଦାସୀ ପରଶମଣୀଙ୍କ ଦେହାନ୍ତ

ଦେବଦାସୀ ପରଶମଣୀଙ୍କ ପରଲୋକ । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଦେବଦାସୀ ଦୀର୍ଘବର୍ଷ ଧରି ମାଜଣା ମଣ୍ଡପରେ ଗୀତ ଗାଉଥିଲେ । ଶ୍ରୀମନ୍ଦିର ପରଂପରାରେ ଦେବଦାସୀ ଗୀତ ଗାଇ ମହାପ୍ରଭୁଙ୍କୁ ଶୁଆଇଥାନ୍ତି । ପରଶମଣୀଙ୍କ ଦେହାନ୍ତ ସହ ଶ୍ରୀମନ୍ଦିରରେ ଦେବଦାସୀ ପରଂପରାର ଅନ୍ତଃ ଘଟିଛି । ପରଶମଣୀ ଥିଲେ ଦେବଦାସୀ ପରଂପରାର ଶେଷ ଦେବଦାସୀ ।

The post ଦେବଦାସୀ ପରଶମଣୀଙ୍କ ଦେହାନ୍ତ appeared first on TakshakTV.

Read MoreOdisha, Trending News, debadasi, parasmani died, puri debadasiTakshakTV

Leave a Reply

Your email address will not be published. Required fields are marked *