ତୈଳ ଦର ବୃଦ୍ଧି ପ୍ରତିବାଦରେ ଥାଳି ଘଣ୍ଟ ବାଡେଇ କଂଗ୍ରେସ କରିବ ପ୍ରତିବାଦ

ଭୁବନେଶ୍ବର, ତୈଳ ଦର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଓ ଉଭୟ ସରକାରଙ୍କ କୃଷକ ମାରଣ ନୀତି କୁ ବିରୋଧ କରି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ଦାଶ ଓ ପ୍ରଦେଶ ଛାତ୍ର କଂଗ୍ରେସର ମିଳିତ ସହଯୋଗରେ କଂଗ୍ରେସ ନେତୃବୃନ୍ଦ ଆସନ୍ତାକାଲି ୭ ତାରିଖ ସକାଳ ୧୦ ଘଣ୍ଟା ୩୦ ମିନିଟ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଉପାୟରେ ଥାଳି ଓ ଘଣ୍ଟ ବାଡେଇ ପ୍ରତିବାଦ କରିବେ।

Read Moreଆଜିର ଖବର, ଜାତୀୟ ଖବର, ରାଜ୍ୟ ଖବର, କଂଗ୍ରେସ ପ୍ରତିବାଦ, ତୈଳ ଦର ବୃଦ୍ଧି, ପ୍ରଦେଶ କଂଗ୍ରେସThe Samikhsya Odia

Leave a Reply

Your email address will not be published. Required fields are marked *