ଆସନ୍ତାକାଲି କୋୱିନ ବିଶ୍ଵ ସମ୍ମେଳନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଆସନ୍ତାକାଲି ୫ ଜୁଲାଇ, ୨୦୨୧ ଅପରାହ୍ନ ୩ଟା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋୱିନ ବିଶ୍ଵ ସମ୍ମେଳନକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ କାଯ୍ୟାଳୟ ତରଫରୁ ଟ୍ଵିଟ୍ କରାଯାଇଛି ଯେ, “ଆସନ୍ତାକାଲି ୫ ଜୁଲାଇ, ୨୦୨୧ ଅପରାହ୍ନ ୩ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋୱିନ ବିଶ୍ଵ ସମ୍ମେଳନକୁ ସମ୍ବୋଧିତ କରିବେ” ।

Read Moreଆଜିର ଖବର, ଜାତୀୟ ଖବର, କୋୱିନ ବିଶ୍ଵ ସମ୍ମେଳନ, ପ୍ରଧାନମନ୍ତ୍ରୀThe Samikhsya Odia

Leave a Reply

Your email address will not be published. Required fields are marked *