ସିଲ୍ ହେଲା ଆଇଡିମାର୍କେଟ ବିଶାଲ ମଲ୍

ଖୋଲୁ ଖୋଲୁ ସିଲ୍ ହେଲା ଇନ୍ଦ୍ରଧନୂ ମାର୍କେଟ ବିଶାଲ ମଲ୍ । କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ସିଲ୍ ହୋଇଛି ମଲ୍ । ବିଏମସି ଏହାକୁ ସିଲ୍ କରିଛି । ପୂର୍ବରୁ ମଲ ସିଲ ଥିବାବେଳେ ଅମାନିଆ ହୋଇ ଖୋଲିଥିଲେ କର୍ତ୍ତୃପକ୍ଷ । ଫଳରେ ମଲରେ ଚଢାଇ କରିଥିଲା ଏନଫୋର୍ସମେଣ୍ଟ ଟିମ୍ । ସାଉଥ୍ ୱେଷ୍ଟ ଜୋନ ଜେଡିସିଙ୍କ ନେତୃତ୍ୱରେ ମଲରେ ଚଢାଉ ହୋଇଛି ।

The post ସିଲ୍ ହେଲା ଆଇଡିମାର୍କେଟ ବିଶାଲ ମଲ୍ appeared first on TakshakTV.

Read MoreOdisha, Trending NewsTakshakTV

Leave a Reply

Your email address will not be published. Required fields are marked *