ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା: ମୋଷ୍ଟ ୱାଣ୍ଟେଡ ମୁଦାଶିର ପଣ୍ଡିତ ସମେତ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବରମୁଳା ଜିଲ୍ଲା ଅନ୍ତର୍ଗତ ସୋପୋର ଅଞ୍ଚଳରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି। ଗତକାଲି ରାତିରେ ସୁରକ୍ଷାକର୍ମୀ ଆଉ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଲସ୍କର-ଏ-ତୋଏବାର ମୁଖ୍ୟ କମାଣ୍ଡରଙ୍କ ସମେତ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରାତି ସାରା ଚାଲିଥିବା ଏହି ଗୁଳିମିନିମୟରେ ମୋଷ୍ଟ ୱାଣ୍ଟେଡ ଆତଙ୍କି ମୁଦାଶିର ପଣ୍ଡିତ ପ୍ରାଣ ହରାଇଅଛି। ସେ ଅନେକ ଆତଙ୍କି ଗତିବିଧିରେ ସାମିଲ ଥିଲା।

Read Moreଆଜିର ଖବର, ଜାତୀୟ ଖବର, ଜମ୍ମୁ କାଶ୍ମୀର, ଟଳିଲେ ୩ ଆତଙ୍କବାଦୀ, ମୁଦାଶିର ପଣ୍ଡିତ, ମୋଷ୍ଟ ୱାଣ୍ଟେଡ, ସୁରକ୍ଷାବାହିନୀThe Samikhsya Odia

Leave a Reply

Your email address will not be published. Required fields are marked *