ଆଖି ବୁଜିଲେ ଦେବାଶିଷ ପାଣିଗ୍ରାହୀ

ଭିଜିଲାନ୍ସ ନିର୍ଦ୍ଦେଶକ ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ହୋଇଛି । କୋଭିଡ ଆକ୍ରାନ୍ତ ଯୋଗୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ଫୁସଫୁସଜନିତ ସଂକ୍ରମଣ ଯୋଗୁ ତାଙ୍କର ଇକମୋ ଚିକିତ୍ସା ଆବଶ୍ୟକ ହୋଇଥିଲା ଏବଂ କିଛିଦିନ ତଳେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକତା ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଶୁକ୍ରବାର ରାତିରେ ତାଙ୍କର ଦେହାନ୍ତ ହୋଇଛି ।

The post ଆଖି ବୁଜିଲେ ଦେବାଶିଷ ପାଣିଗ୍ରାହୀ appeared first on TakshakTV.

Read MoreOdisha, Trending News, debashis panigrahi, ips officer, vigilance directorTakshakTV

Leave a Reply

Your email address will not be published. Required fields are marked *