କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ୧ ଲକ୍ଷ ସହାୟତା: କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି

ଭୁବନେଶ୍ବର: ଓଡିଆ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ତପୁ ମିଶ୍ରଙ୍କୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। କଳାକାର ପାଣ୍ଠିରୁ ତପୁଙ୍କ ଚିକିତ୍ସା ପାଇଁ ଏହି ରାଶି ପ୍ରଦାନ କରାଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଏବେ ଗୁରୁତର ଅବସ୍ଥାରେ ତପୁ ଚିକିତ୍ସିତ ହେଉଛନ୍ତି। ଓଡିଶାର ବହୁ କଣ୍ଠ ଶିଳ୍ପୀ ଏବଂ କଳାକାରମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Read Moreଆଜିର ଖବର, ରାଜ୍ୟ ଖବର, ସ୍ବାସ୍ଥ୍ୟ, କଣ୍ଠଶିଳ୍ପୀ ତପୁ ମିଶ୍ର, କରୋନାରେ ଆକ୍ରାନ୍ତ, ଗୁରୁତର ଅବସ୍ଥା, ଚିକିତ୍ସିତ ହେଉଛନ୍ତିThe Samikhsya Odia

Leave a Reply

Your email address will not be published. Required fields are marked *