ଜିଅନ୍ତା ମାଛ ପାଇଁ ଭିଡ

ଯିଏ ଯାହା କହୁ ପଛେ, ଆଜି ଟିକେ ଜିଅନ୍ତା ମାଛ ଖାଇବା । କୋଭିଡ ନିୟମକୁ ଫୁ ! ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଉମା ପୋଖରୀରେ ଶହ ଶହ ସଂଖ୍ୟାରେ ଲୋକେ ମାତିଛନ୍ତି ମାଛ ଧରିବାରେ । କୋଭିଡ ସଂକ୍ରମଣ ରୋକିବାକୁ ସରକାର ନିୟମ କରିଚାଲିଛନ୍ତି, ହେଲେ ଶତାଧିକ ଲୋକ ଜାଲ ଧରି ପୋଖରୀ ଭିତରେ ହାଜର । କରୋନା ହେଲେ ପଛେ ହେଉ, ମାତ୍ର ଜିଅନ୍ତା ମାଛର ଲୋଭ ସମ୍ବରଣ କରିପାରୁନାହାଁନ୍ତି ଗ୍ରାମବାସୀ । ଖବର ପାଇ ବିଡିଓ ଲୋକଙ୍କୁ ପୋଖରୀ ଛାଡି ଚାଲିଯିବା ପାଇଁ କହିଲେ, ହେଲେ ତାଙ୍କ କଥା ଶୁଣୁଛି କିଏ ..

The post ଜିଅନ୍ତା ମାଛ ପାଇଁ ଭିଡ appeared first on TakshakTV.

Read MoreOdisha, Trending News, boudh kantamal uma pokhari, mass fishingTakshakTV

Leave a Reply

Your email address will not be published. Required fields are marked *