ଧୀରେ ଧୀରେ ଖସୁଛି ପଜେଟିଭ ସଂଖ୍ୟା, ଏଥର ରାଜ୍ୟରୁ ଚିହ୍ନଟ ହେଲେ କମ ଆକ୍ରାନ୍ତ

ଭୁବନେଶ୍ବର, ଧୀରେ ଧୀରେ ରାଜ୍ୟରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ତେବେ ପରିସ୍ଥିତି ସେହିପରି ଗମ୍ଭିର ଅଛି ବୋଲି କହିବାକୁ ହେବ। କାରଣ ବର୍ତ୍ତମାନ ଲକଡାଉନ ଯୋଗୁଁ ଏହି ପଜେଟିଭ ସଂଖ୍ୟା ହ୍ରାସ ପାଉଛି।

ବର୍ତ୍ତମାନ ସୂଚନା ଓ ଲୋକ ସଂପର୍କ ବିଭାଗର ତାଜା ସୂଚନା ଅନୁସାରେ ରାଜ୍ୟରୁ 6 ହଜାର 118 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 3 ହଜାର 453 ଥିବା ବେଳେ ସ୍ଥାନୀୟ ସଂକ୍ରାମକ ସଂଖ୍ୟା 2 ହଜାର 665 ଜଣ। ଗତକାଲି ରିପୋର୍ଟ ଅନୁସାରେ ରାଜ୍ୟର ପଜେଟିଭ ସଂଖ୍ୟା ଥିଲା 7 ହଜାର 2 ଜଣ।

Read Moreଆଜିର ଖବର, ରାଜ୍ୟ ଖବର, Odisha Corona Update, ଓଡିଶା କରୋନା ଅପଡେଟ, ଓଡିଶାର କରୋନା ଆକ୍ରାନ୍ତThe Samikhsya Odia

Leave a Reply

Your email address will not be published. Required fields are marked *