କରୋନା କବଳରେ ତାରା

ଜୟପୁର ବିଧାୟକ ତାରା ବାହିନୀ ପତି ଅସୁସ୍ଥ । କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଧାୟକ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ତ୍ରୀ ତଥା କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀ ପତି ଏହି ସୂଚନା ଦେବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି

The post କରୋନା କବଳରେ ତାରା appeared first on TakshakTV.

Read MoreOdisha, Trending News, congress mla taraprasad bahinipati, covid-19 update, tara prasad bahini pati covid positiveTakshakTV

Leave a Reply

Your email address will not be published. Required fields are marked *