ବିଶ୍ୱ ପରିବେଶ ଦିବସ

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମୀରେ ରଙ୍ଗୀନ ବାଲୁକା କଳା କରିଛନ୍ତି । ବିଶ୍ୱରେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସଚେତନତା ସୃଷ୍ଟି କରିବା ଏବଂ ପରିବେଶକୁ ସଫା ରଖିବା ଆମ ପାଇଁ ବଡ ଚ୍ୟାଲେଞ୍ଜ ବୋଲି ଏହି ବାଲୁକା କଳାରେ ଦର୍ଶଯାଇଛି । ଏହି ବାଲୁକା କଳା ପାଇଁ ମୋଟ ୫ ଟନ୍ ବାଲିର ବ୍ୟବହାର କରାଯାଇଛି ।

The post ବିଶ୍ୱ ପରିବେଶ ଦିବସ appeared first on TakshakTV.

Read MoreOdisha, Trending NewsTakshakTV

Leave a Reply

Your email address will not be published. Required fields are marked *