କେରଳ ଛୁଇଁଲା ମୌସୁମୀ

କେରଳ ଛୁଇଁଲା ମୌସୁମୀ । କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ବାୟୁ ଛୁଇଁଥିବା ଆଇଏମଡିର ସୂଚନା । ମୌସୁମର ଆଜି କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଥିଲା ଆଇଏମଡି । କେରଳ ଛୁଇଁବାର ୧୦/୧୨ ଦିନ ପରେ ଓଡିଶା ଛୁଇଁବ କହିଛି ଆଇଏମଡି ।

The post କେରଳ ଛୁଇଁଲା ମୌସୁମୀ appeared first on TakshakTV.

Read MoreOdisha, Trending NewsTakshakTV

Leave a Reply

Your email address will not be published. Required fields are marked *