ବିଜୟ ସାହୁଙ୍କ ପରଲୋକ

ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ଦେହାନ୍ତ । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ମଧ୍ୟ ସେ ଚେୟାରମ୍ୟାନ୍ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ବିଜୟଙ୍କ ପରଲୋକ ନେଇ ସୂଚନା ମିଳିଛି । ପରଲୋକ ନେଇ ସ୍ପଷ୍ଟ କରିଛନ୍ତି ସାଇ ଲୋକସମ୍ପର୍କ ଅଧିକାରୀ । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଲୋକସମ୍ପର୍କ ଅଧିକାରୀ ଶରତ କର ଏନେଇ ସୂଚନା ଦେଇଛନ୍ତି ।

The post ବିଜୟ ସାହୁଙ୍କ ପରଲୋକ appeared first on TakshakTV.

Read MoreOdisha, Trending News, bijay sahoo, bijaya sahoo no more, sai international chairmanTakshakTV

Leave a Reply

Your email address will not be published. Required fields are marked *