ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କୁ ସୁପ୍ରିମକୋର୍ଟ ରୁ ଆଶ୍ବସ୍ତି

ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କୁ ବଡ଼ ଆଶ୍ୱସ୍ତି । ତାଙ୍କ ବିରୋଧରେ ହିମାଚଳ ପ୍ରଦେଶରେ ହୋଇଥିବା ରାଜଦ୍ରୋହ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ୟୁ. ୟୁ. ଲଳିତ ଓ ଜଷ୍ଟିସ ବିନୀତ ଶରଣଙ୍କ ଖଣ୍ଡପୀଠ ମାମଲା ର ଶୁଣାଣି କରିଥିଲେ । ବିନୋଦ ଦୁଆଙ୍କ ବିରୋଧରେ ରାଜଦ୍ରୋହ (ଆଇପିସିର ଧାରା-୧୨୪A) ସମେତ ଅନ୍ୟାନ୍ୟ ଅପରାଧିକ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଏହାସହ ସୁପ୍ରିମକୋର୍ଟ କହିଛନ୍ତି, ୧୯୬୨ କେଦାରନାଥ ନିର୍ଦ୍ଦେଶନାମା ଅନୁଯାୟୀ ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇ ଦେବା ଆବଶ୍ୟକ । ୧୯୬୨ ମସିହାରେ ସାମ୍ବାଦିକଙ୍କ ସୁରକ୍ଷା ସମ୍ପର୍କିତ ରାୟ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ପୂର୍ବରୁ ରାୟ ସଂରକ୍ଷିତ ରହିଥିଲା । ସେହିପରି ସାମ୍ବାଦିକଙ୍କ ବିରୋଧରେ ରାଜଦ୍ରୋହ ଭଳି ମାମଲାର ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରିବାକୁ ବିନୋଦ ଦୁଆ କରିଥିବା ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ବିନୋଦ ଦୁଆଙ୍କ ପକ୍ଷରୁ ୟି-ଟୁବରେ ଏକ କାର୍ଯ୍ୟକ୍ରମ…

Ama TvRead More

Leave a Reply

Your email address will not be published. Required fields are marked *